ସରିଲା ଅକ୍ସନ: କେଉଁ ଦଳ କାହାକୁ କିଣିଲେ? ପଢ଼ନ୍ତୁ ପୂରା ତାଲିକା

ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ଥିଲେ ମଧ୍ୟ ତାଙ୍କ ନାଁ ନିଲାମ ସମୟରେ ସାମ୍ନାକୁ ଆସି ନଥିଲା। ଫଳରେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନାହାନ୍ତି।

IPL

ଷ୍ଟାର୍କ, ନବି, ମିଚେଲ ଓ ଉମେଶ (ଫାଇଲ ଫଟୋ)

Hemant Lenka
  • Published: Tuesday, 19 December 2023
  • Updated: 19 December 2023, 09:41 PM IST

Sports

Latest News

ଆସନ୍ତାବର୍ଷ ଖେଳା ଯିବାକୁ ଥିବା ଆଇପିଏଲ ପାଇଁ ଆଜି ମିନି ଅକ୍ସନ ଦୁବାଇରେ ଶେଷ ହୋଇଛି। ୧୦ ଦଳ ମୋଟ ୭୦ ଜଣ ଖେଳାଳିଙ୍କୁ କିଣିଛନ୍ତି। ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତି ଥିଲେ ମଧ୍ୟ ତାଙ୍କ ନାଁ ନିଲାମ ସମୟରେ ସାମ୍ନାକୁ ଆସି ନଥିଲା। ଫଳରେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣି ନାହାନ୍ତି।

ସେହିପରି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ରେକର୍ଡ ୨୪.୭୫ କୋଟି ଟଙ୍କାରେ କୋଲାକତା ନାଇଟ ରାଇଡର୍ସ ପାଖକୁ ଯାଇଛନ୍ତି। ସନ ରାଇଜର୍ସ ହାଇଦ୍ରାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ କିଣିଛି।

Also Read

ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ୧୪ କୋଟି ଓ ଭାରତର ହର୍ଷଲ ପଟେଲ ୧୧.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଅନକ୍ୟାପଡ ସମୀର ରିଜଭୀ ଓ ଶୁଭମ ଦୁବେ ମଧ୍ୟ ଭଲ ଟଙ୍କାରେ କିଣା ହୋଇଛନ୍ତି। ସମୀରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୮.୪୦ କୋଟି ଓ ଶୁଭମଙ୍କୁ ରାଜସ୍ଥାନ ରୟାଲ୍ସ ୫.୮୦ କୋଟି ଟଙ୍କାରେ କିଣିଛି।

ପ୍ରଥମ ପର୍ଯ୍ୟାୟରେ ନିଲାମ ହୋଇ ପାରି ନଥିବା ମନୀଲ ପାଣ୍ଡେ ଦ୍ୱିତୀୟ ଦଫାରେ କୋଲକାତାକୁ ୫୦ ଲକ୍ଷ ଟଙ୍କାରେ ଯାଇଛନ୍ତି। ସେହିରି ରାଇଲେ ରୁସୋଙ୍କୁ ପଞ୍ଜାବ କିଙ୍ଗସ ୮ କୋଟି ଟଙ୍କାରେ କିଣିଛି।

କେଉଁ ଦଳ କାହାକୁ କିଣିଲେ

ଚେନ୍ନାଇ ସୁପର କିଙ୍ଗସ

୧- ଡାରେଲ ମିଚେଲ- ୧୪ କୋଟି

୨- ସମୀର ରିଜଭୀ-୮.୪ କୋଟି

୩- ଶାର୍ଦ୍ଦୁଲ ଠାକୁର- ୪ କୋଟି

୪- ରଚିନ ରବୀନ୍ଦ୍ର – ୧.୮ କୋଟି

୫- ମୁସ୍ତାଫିଜୁର ରହମାନ- ୨ କୋଟି

୬- ଅବିନାଶ ରାଧ ଆରଭେଲୀ- ୨୦ ଲକ୍ଷ

କୋଲକାତା ନାଇଟ ରାଇଡର୍ସ

୧- ମିଚେଲ ଷ୍ଟାର୍କ – ୨୪.୭୫ କୋଟି

୨- କେଏସ ଭରତ- ୫୦ ଲକ୍ଷ

୩- ଚେତନ ସାକାରିୟା – ୫୦ ଲକ୍ଷ

୪- ଅଙ୍ଗକ୍ରିଶ ରଘୁବଂଶୀ – ୨୦ ଲକ୍ଷ

୫- ରମନଦୀପ ସିଂହ – ୫୦ ଲକ୍ଷ

୬- ଶେରଫନ ରଥରର୍ଫୋଡ- ୧.୫ କୋଟି

୭- ମନୀଷ ପାଣ୍ଡେ – ୫୦ ଲକ୍ଷ

୮- ସାକିବ ହୁସେନ – ୨୦ ଲକ୍ଷ

୯- ମୁଜୀବ ଉର ରହମାନ – ୨ କୋଟି

୧୦- ଗସ ଅଟକିନସନ – ୧ କୋଟି

ସନରାଇଜର୍ସ ହାଇଦ୍ରାବାଦ

୧- ପାଟ କମିନ୍ସ- ୨୦.୫ କୋଟି

୨- ଟ୍ରାଭିସ ହେଡ- ୬.୮୦ କୋଟି

୩- ୱାନିନ୍ଦୁ ହସରଙ୍ଗା- ୧.୫୦ କୋଟି

୪- ଜୟଦେବ ଉନାଦକତ – ୧.୬ କୋଟି

୫- ଆକାଶ ସିଂହ – ୨୦ ଲକ୍ଷ

୬- ଜତାଭେଦ ସୁବ୍ରମଣୟନ – ୨୦ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ

୧- ଗେରାଲ୍ଡ କୋଏଜି – ୫ କୋଟି

୩- ଦିଲସାନ ମଧୁଶଙ୍କା – ୪.୬ କୋଟି

୪- ଶ୍ରେୟସ ଗୋପାଲ – ୨୦ ଲକ୍ଷ

୫- ନୁୱାନ ତୁଶାରା – ୪.୮୦ କୋଟି

୬- ଅନଶୁଲ କାମ୍ବୋଜ – ୨୦ ଲକ୍ଷ

୭- ମହମ୍ମଦ ନବି – ୧.୫ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ

୧- କୁମାର କୁଶଗ୍ରା – ୭.୨୦ କୋଟି

୨- ଝାଇ ରିଚାର୍ଡସନ – ୫ କୋଟି

୩- ସାଇ ହୋପ – ୭୫ ଲକ୍ଷ

୪- ହ୍ୟାରୀ ବ୍ରୁକ – ୪ କୋଟି

୫- ତ୍ରିସ୍ତାନ ଷ୍ଟବ୍ସ – ୫୦ ଲକ୍ଷ

୬- ରିକି ଭୂଇ – ୨୦ ଲକ୍ଷ

୭- ରସିକ ଧର – ୨୦ ଲକ୍ଷ

୮- ସୁମିତ କୁମାର – ୧ କୋଟି

୯- ସ୍ୱସ୍ତିକ ଚିକାରା – ୨୦ ଲକ୍ଷ

ଲକ୍ଷ୍ନୌ ସୁପର ଜାଏଣ୍ଟସ

୧- ଶିଭମ ମାଭି – ୬.୪୦ କୋଟି

୨- ଏମ ସିଦ୍ଧାର୍ଥ – ୨.୪୦ କୋଟି

୩- ଅରଶିନ କୁଲକର୍ଣ୍ଣି – ୨୦ ଲକ୍ଷ

୪- ଅଷ୍ଟନ ଟର୍ଣ୍ଣର – ୧ କୋଟି

୫- ଡାଭିଡ ୱିଲୀ – ୨ କୋଟି

୬- ଅର୍ଶଦ ଖାନ – ୨୦ ଲକ୍ଷ

ଗୁଜରାଟ ଟାଇଟନ୍ସ

୧- ଶାହରୁଖ ଖାନ – ୭.୪୦ କୋଟି

୨- ଉମେଶ ଯାଦବ – ୫.୮ କୋଟି

୩- ସୁଶାନ୍ତ ମିଶ୍ରା – ୨.୨ କୋଟି

୪- କାର୍ତ୍ତିକ ତ୍ୟାଗୀ – ୬୦ ଲକ୍ଷ

୫- ଅଜମତୁଲ୍ଲା ଓମରଜାଇ – ୫୦ ଲକ୍ଷ

୬- ମାନବ ସୁତାର – ୨୦ ଲକ୍ଷ

୭- ସ୍ପେନସର ଜନସନ – ୧୦ କୋଟି

୮- ରବିନ ମିଞ୍ଜ – ୩.୬ କୋଟି

ପଞ୍ଜାବ କିଙ୍ଗସ

୧- ହର୍ଷଲ ପଟେଲ – ୧୧.୭୫ କୋଟି

୨- ରାଇଲେ ରୁସୋ – ୮ କୋଟି

୩- କ୍ରିସ ୱକ୍ସ – ୪.୨ କୋଟି

୪- ଆଶୁତୋଷ ଶର୍ମା – ୨୦ ଲକ୍ଷ

୫- ବିଶ୍ୱନାଥ ପ୍ରତାପ ସିଂହ – ୨୦ ଲକ୍ଷ

୬- ଶଶାଙ୍କ ସିଂହ – ୨୦ ଲକ୍ଷ

୭- ତନୟ ତ୍ୟାଗରଞ୍ଜନ – ୨୦ ଲକ୍ଷ

୮- ପ୍ରିନ୍ସ ଚୌଧୁରୀ – ୨୦ ଲକ୍ଷ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

୧- ୟାଶ ଦୟାଲ – ୫ କୋଟି

୨- ଅଲଜାରୀ ଯୋଶେଫ – ୧୧.୫୦ କୋଟି

୩- ଟମ କୁରାନ – ୧.୫୦ କୋଟି

୪- ଲକି ଫର୍ଗୁସନ – ୨ କୋଟି

୫- ସ୍ୱପନିଲ ସିଂହ – ୨୦ ଲକ୍ଷ

୬- ସୌରଭ ଚୌହାନ – ୨୦ ଲକ୍ଷ

ରାଜସ୍ଥାନ ରୟାଲ୍ସ

୧- ରୋଭମାନ ପାୱେଲ – ୭.୪ କୋଟି

୨- ଶୁଭମ ଦୁବେ – ୫.୮୦ କୋଟି

୩- ଟମ ଖୋଲେର କାଡମୋରେ – ୪୦ ଲକ୍ଷ

୪- ଆବିଦ ମୁସ୍ତାକ – ୨୦ ଲକ୍ଷ

୫- ନାନ୍ଦ୍ରେ ବୁରଗେର – ୫୦ ଲକ୍ଷ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story