ଖଲିସ୍ତାନ ଆତଙ୍କୀକୁ ସହିଦ କହି ଟ୍ରୋଲ ହେଲେ ହରଭଜନ ସିଂହ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ହରଭଜନ ସିଂହ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ଏଥର କୌଣସି ଭଲ କାମ ନୁହେଁ ବରଂ ସେ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ସହିଦ ବୋଲି କହି ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଅପରେସନ ବ୍ଲୁ ଷ୍ଟାର ବେଳେ ସ୍ୱର୍ଣ୍ଣ ମନ୍ଦିରରେ କର୍ଣ୍ଣାଇଲ ସହ ଆଉ କିଛି ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କୁ ହରଭଜନ ସହିଦ କହିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କାରଣରୁ ସେ ସୋଶାଲ […]

Harbhajan Singh

Harbhajan Singh

Hemant Lenka
  • Published: Monday, 07 June 2021
  • Updated: 07 June 2021, 04:42 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ହରଭଜନ ସିଂହ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ଏଥର କୌଣସି ଭଲ କାମ ନୁହେଁ ବରଂ ସେ ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣାଇଲ ସିଂହ ଭିନ୍ଧ୍ରନୱାଲେକୁ ସହିଦ ବୋଲି କହି ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି।

ଅପରେସନ ବ୍ଲୁ ଷ୍ଟାର ବେଳେ ସ୍ୱର୍ଣ୍ଣ ମନ୍ଦିରରେ କର୍ଣ୍ଣାଇଲ ସହ ଆଉ କିଛି ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କୁ ହରଭଜନ ସହିଦ କହିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କାରଣରୁ ସେ ସୋଶାଲ ମିଡିଆରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

width: 500px; height: 841px;
ଅପରେସନ ବ୍ଲୁ ଷ୍ଟାରର ୩୭ ବର୍ଷ ପୂର୍ତ୍ତି ଅବସରରେ ହରଭଜନ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ “ସହିଦମାନଙ୍କୁ ସଲାମ। ୧୯୮୪ ଜୁନ୍ ୧ରୁ ଜୁନ୍‌ ୬ ମଧ୍ୟରେ ଶ୍ରୀ ହରମନନ୍ଦିର ସାହିବ ଭିତରେ ହୋଇଥିବା ଅପରେସନରେ ସମସ୍ତ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ।” ବାସ୍‌ ହରଭଜନଙ୍କ ଏପରି ପୋଷ୍ଟକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖିବାକୁ ମିଳିଛି।

ସେ ଆତଙ୍କବାଦୀ କର୍ଣ୍ଣାଇଲକୁ ସହିଦ କହିଥିବାରୁ ତାଙ୍କୁ ସୋଶାଲ ମିଡିଆ ବ୍ୟବହାରୀ ଟ୍ରୋଲ କରିଛନ୍ତି। ଏପରି କି କିଛି ଲୋକ ହରଭଜନ ଭାରତରେ ରହିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି। ଅବଶ୍ୟ ହରଭଜନ ନିଜ ପୋଷ୍ଟରେ କର୍ଣ୍ଣାଇଲର ନାଁ ନେଇ ନଥିଲେ ମଧ୍ୟ ତା’ର ଫଟୋ ସବୁଠାରୁ ଆଗରେ ରହିଛି। ବିବାଦ ପରେ ମଧ୍ୟ ହରଭଜନ ନିଜ ପୋଷ୍ଟକୁ ଡିଲିଟ କରିନାହାନ୍ତି କିମ୍ବା କ୍ଷମା ମାଗି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story