ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ, ପୋଲିସ ଉପରେ ଢ଼େଲାମାଡ, ଆଇଆଇସି ଆହତ

ବ୍ରହ୍ମଗିରି :  ସରକାରୀ  ଜମିରେ ଥିବା  ଗ୍ରାମ୍ୟ ଜଙ୍ଗଲକୁ ନେଇ  ଆଜି ଗୋଡରଡଙ୍ଗ ଓ ଶଅର ସାହି ମଧ୍ୟରେ ସଂଘର୍ଷ ଘଟିଛି । ଏହି ଗ୍ରାମ୍ୟ ଜଙ୍ଗଲକୁ ଦୁଇ ଗାଁ ମଧ୍ୟରେ ବିବାଦ ଥିଲା । ସରକାରୀ ଜମିରେ ଥିବା ଏହି ଗ୍ରାମ୍ୟ ଜଙ୍ଗଲ ଶଅର ସାହିର ଲୋକମାନେ ଜବରଦଖଲ କରିଥିବାର ଗୋଡରଡଙ୍ଗ ଗାଁର ଲୋକମାନେ ଅଭିଯୋଗ କରିଥିଲେ । ସେମାନଙ୍କୁ ହଟାଇବା ପାଇଁ ଉଦ୍ୟମ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ […]

police

police

Rakesh Mallick
  • Published: Tuesday, 19 May 2015
  • Updated: 19 May 2015, 12:08 PM IST

Sports

Latest News

ବ୍ରହ୍ମଗିରି :  ସରକାରୀ  ଜମିରେ ଥିବା  ଗ୍ରାମ୍ୟ ଜଙ୍ଗଲକୁ ନେଇ  ଆଜି ଗୋଡରଡଙ୍ଗ ଓ ଶଅର ସାହି ମଧ୍ୟରେ ସଂଘର୍ଷ ଘଟିଛି । ଏହି ଗ୍ରାମ୍ୟ ଜଙ୍ଗଲକୁ ଦୁଇ ଗାଁ ମଧ୍ୟରେ ବିବାଦ ଥିଲା । ସରକାରୀ ଜମିରେ ଥିବା ଏହି ଗ୍ରାମ୍ୟ ଜଙ୍ଗଲ ଶଅର ସାହିର ଲୋକମାନେ ଜବରଦଖଲ କରିଥିବାର ଗୋଡରଡଙ୍ଗ ଗାଁର ଲୋକମାନେ ଅଭିଯୋଗ କରିଥିଲେ । ସେମାନଙ୍କୁ ହଟାଇବା ପାଇଁ ଉଦ୍ୟମ ହୋଇଥିବାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ  ଆଜି ପୋଲିସ ଘଟଣା ସ୍ଥଳକୁ ଯାଇଥିଲା । ତେବେ ପୋଲିସ ଉପରେ ମଧ୍ୟ ଢ଼େଲା ମାଡ ହୋଇଥିଲା । ଢ଼େଲା ମାଡରେ ବ୍ରହ୍ମଗିରି ଆଇଆଇସି ସୁବାଷ ଚନ୍ଦ୍ର ପଣ୍ଡା ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story