୫ ଏପ୍ରିଲ, ସୋମବାର: ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହୋଇପାରେ

ମେଷ: ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ ତେଣୁ ସତସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ। ବୃଷ: ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେବାର ସମ୍ଭାବନା ରହିଛି। କୌଣସି ଦ୍ରବ୍ୟ ଚୋରି ହୋଇଯାଇପାରେ କିମ୍ବା ହଜି ଯାଇପାରେ ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଲିତ ଆଚରଣ ମନରେ ଆଘାତ ସୃଷ୍ଟି କରିବ। ପ୍ରତିକାର- […]

Horoscope

Horoscope

Madhupriya Mistry
  • Published: Monday, 05 April 2021
  • Updated: 05 April 2021, 08:06 AM IST

Sports

Latest News

ମେଷ: ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ ତେଣୁ ସତସଙ୍ଗରେ ଯୋଗଦାନ କରିପାରନ୍ତି। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ପ୍ରତିକାର- ଗ୍ରାମଦେବୀଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେବାର ସମ୍ଭାବନା ରହିଛି। କୌଣସି ଦ୍ରବ୍ୟ ଚୋରି ହୋଇଯାଇପାରେ କିମ୍ବା ହଜି ଯାଇପାରେ ତେଣୁ ସାବଧାନ ରୁହନ୍ତୁ। ସନ୍ତାନମାନଙ୍କ ବିଶୃଙ୍ଖଲିତ ଆଚରଣ ମନରେ ଆଘାତ ସୃଷ୍ଟି କରିବ। ପ୍ରତିକାର- ୫ଟି ତ୍ରିଶାଖା ବେଲପତ୍ର କିଛି କଞ୍ଚାକ୍ଷୀର ମହାଦେବଙ୍କୁ ଅର୍ପଣ କରନ୍ତୁ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ଅସଫଳତା ଓ ବିଳମ୍ବ ଦେଖାଦେବ। ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ପ୍ରତିକାର- ସାତଟି ପାନପତ୍ର ଶ୍ରୀ ଗଣେଶଙ୍କୁ ଚଢାନ୍ତୁ।

କର୍କଟ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କର୍ମକ୍ଷେତ୍ରରେ ମାନ ସମ୍ମାନ, ପଦମର୍ଯ୍ୟାଦା ବୃଦ୍ଧି ପାଇବ। ମହିଳାମାନଙ୍କ କାର୍ଯ୍ୟ ସହଜ ସରଳ ଭାବରେ ସମ୍ପାଦିତ ହେବ। ପ୍ରତିକାର- ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ଗୁପ୍ତ ଶତ୍ରୁମାନେ ପରାଜିତ ହେବେ ଓ କାର୍ଯ୍ୟରେ ସିଦ୍ଧି ଲାଭ କରିବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ପ୍ରତିକାର- ତମ୍ବା ପାତ୍ରରେ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା: ଅଜଣା ଅଚିହ୍ନା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ନିଜ ଲୋକମାନେ ହିଁ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ଅକୃତକାର୍ଯ୍ୟ ହେବେ। ପ୍ରତିକାର- କିଛି ଦୁବଘାସରେ କଳାବିରି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ପରିବାରରୁ ସ୍ନେହ ଶ୍ରଦ୍ଧା ସହଇଚ୍ଛା ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ସହଯୋଗ ପାଇ ଉପକୃତ ହେବେ। ବହୁ ଦିନରୁ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ହୋଇଯିବ। ପ୍ରତିକାର- ଓଁ ନମଃ ଶିବାୟଃ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ବିଛା: ଦୀର୍ଘ ଦିନର ଅଭିଳାଷ ପୂର୍ଣ୍ଣ ହେବ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ଜରୁରୀ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟଟିକୁ ପୂର୍ଣ୍ଣ କରିବାରେ ସମର୍ଥ ହେବେ। ପ୍ରତିକାର- ୩ଟି ଡାଳିମ୍ବ ହନୁମାନଙ୍କୁ ଚଢାନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ।

ଧନୁ: ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳମାନେ ମାନସିକ ଅଶାନ୍ତି ଦୁଃଶ୍ଚିନ୍ତା ଦେଇ ଗତି କରିବେ।ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। ପ୍ରତିକାର- କିଛି ହଳଦି ପାଣି କଦଳୀଗଛ ମୂଳରେ ଢାଳନ୍ତୁ।

ମକର: ଶରୀର ସୁସ୍ଥ, ମନ ନିର୍ମଳ ରହିବା ସହିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ଲାଭ କରିବେ। କୌଣସି ସଙ୍ଗଠନ ତରଫରୁ ସମ୍ମାନିତ ହୋଇପାରନ୍ତି। ପ୍ରତିକାର- କିଛି କଳା ରାଶି କଞ୍ଚାକ୍ଷୀରରେ ମିଶାଇ ଅଶ୍ୱତଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଯେକୌଣସି ଉପାୟରେ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଦେଖାଦେବ। ପ୍ରତିକାର- ୨୧ଟି ରାଶି ଲଡୁ ମା' କାଳୀଙ୍କ ପାଖରେ ଭୋଗ କରି ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ମୀନ: ଗୃହକୁ ବନ୍ଧୁଙ୍କ ଆଗମନ ହେବ ଏବଂ ହସଖୁସିର ଆସର ଦେଖାଦେବ। ନୂତନ କାର୍ଯ୍ୟ ଆରମ୍ଭ କରି ସଫଳତା ଲାଭ କରିବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ଓ ଘିଅ ଦୀପଟିଏ ପ୍ରଦାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story