ପୂଜା ବଜାରରେ TVSର ନୂଆ ସ୍କୁଟର୍‌: ଜାଣନ୍ତୁ କେତେ ଦାମ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଥରର ପୂଜା ବଜାରକୁ ଟାର୍ଗେଟ୍ କରି TVS କମ୍ପାନୀ ଭାରତରେ ନିଜର ନୂଆ Jupiter Grande ସ୍ପେଶାଲ ଏଡିସନ୍ ସ୍କୁଟରକୁ ଲଞ୍ଚ୍ କରିଛି। ଟପ୍‌ ସ୍ପେଶିଫିକେଶନ୍‌ ଯୁକ୍ତ Jupiter Grande ସ୍କୁଟର ଉଭୟ ଡ୍ରମ ଓ ଡିସ୍କ ପ୍ରକାରରେ ବଜାରରେ ଉପଲବ୍ଧ ହେଉଛି । ଭାରତୀୟ ବଜାରରେଏହି ଦୁଇ ପ୍ରକାରର ସ୍କୁଟର୍‌ର ମୂଲ୍ୟ ଯଥାକ୍ରମେ ୫୫ ହଜାର ୯୩୬ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ଓ ୫୯ ହଜାର ୬୪୮ ଟଙ୍କା (ଏକ୍ସ-ଶୋରୁମ୍, ଦିଲ୍ଲୀ) ରହିଛି। […]

vvvvvvvvv

vvvvvvvvv

Chinmayee Roy
  • Published: Saturday, 06 October 2018
  • Updated: 06 October 2018, 06:07 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଥରର ପୂଜା ବଜାରକୁ ଟାର୍ଗେଟ୍ କରି TVS କମ୍ପାନୀ ଭାରତରେ ନିଜର ନୂଆ Jupiter Grande ସ୍ପେଶାଲ ଏଡିସନ୍ ସ୍କୁଟରକୁ ଲଞ୍ଚ୍ କରିଛି। ଟପ୍‌ ସ୍ପେଶିଫିକେଶନ୍‌ ଯୁକ୍ତ Jupiter Grande ସ୍କୁଟର ଉଭୟ ଡ୍ରମ ଓ ଡିସ୍କ ପ୍ରକାରରେ ବଜାରରେ ଉପଲବ୍ଧ ହେଉଛି । ଭାରତୀୟ ବଜାରରେଏହି ଦୁଇ ପ୍ରକାରର ସ୍କୁଟର୍‌ର ମୂଲ୍ୟ ଯଥାକ୍ରମେ ୫୫ ହଜାର ୯୩୬ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ଓ ୫୯ ହଜାର ୬୪୮ ଟଙ୍କା (ଏକ୍ସ-ଶୋରୁମ୍, ଦିଲ୍ଲୀ) ରହିଛି।

Jupiter Grandeକୁ ଅଧିକ ଆକର୍ରେଷଣୀୟ କରିବା ପାଇଁ ଏଥିରେ ଅନେକ ନୂଆ ଫିଚର ଓ ଅପଡେଟ୍‌ ଦିଆଯାଇଛି । ଏହାର ବୈଶିଷ୍ଟ୍ୟ ରେଗୁଲାର ମଡେଲରେ ଦିଆଯାଇଥିବା ଷ୍ଟାଣ୍ଡାର୍ଡ ଫିଚର ତୁଳନାରେ ଯଥେଷ୍ଟ ଅଧିକ। Jupiter Grande ଏକ ପେଣ୍ଟ ସ୍କିମ୍‌ - ଷ୍ଟାରଲାଇଟ୍ ବ୍ଲୁରେ ମଧ୍ୟ ଉପଲବ୍ଧ।

TVS Jupiter Grandeର ଫିଚର କଥା କହିଲେ, ଏଥିରେ ଆଡଜଷ୍ଟେବଲ ଶକ୍ ଅବ୍‌ଜର୍ବର୍‌, LED ହେଡ୍‌ଲାଇଟ୍, ସେମି ଡିଜିଟାଲ୍ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ନୂଆ ଡିଜାଇନ୍‌ର ସିଟ୍‌ କଭର୍‌, ବେଜ୍‌-କଲର୍‌ ଇଣ୍ଟିରିୟର ପ୍ୟାନେଲ୍ ଓ ଡିସ୍କ ଭ୍ୟାରିୟାଣ୍ଟରେ ଡାଇମଣ୍ଡ କଟ୍‌ ଆଲୟ ହ୍ୱିଲ୍ସ୍ ରହିଛି।  ଅନ୍ୟ ଷ୍ଟାଣ୍ଡାର୍ଡ ଫିଚର ମଧ୍ୟରେ, TVS Jupiterରେ ଏକ୍ସଟରନାଲ୍ ଫୁଏଲ୍‌ ଫିଲର କ୍ୟାପ, ରିଜର୍ଭ ଫୁଏଲ୍‌ ଇଣ୍ଡିକେଟର, ଅଣ୍ଡର ସଟ୍‌ ମୋବାଇଲ ଚାର୍ଜର ପାର୍କିଂ ବ୍ରେକ୍ ଓ ପାସ୍‌ ଲାଇଟ୍ ସ୍ୱିଚ୍‌ ଦିଆଯାଇଛି।

ଏହି ନୂଆ ଫିଚର ବ୍ୟତୀତ ଏହି ସ୍କୁଟରରେ ସମସ୍ତ ମେକାନିକାଲ ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି । ଏଥିରେ 109cc, ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି, ଯାହାକି 8bhp ପାୱାର ଓ 8Nm ଟର୍କ ଜେନେରେଟ କରିଥାଏ। ବ୍ରେକିଂ ପାଇଁ ଏଥିରେ ଫ୍ରଣ୍ଟ ଓ ରିୟର ଦୁଇଟିରେ 130mm ଡ୍ରମ ବ୍ରେକ୍‌ ଦିଆଯାଇଛି। ଏଥିସହ 220mm ଫ୍ରଣ୍ଟ ଡିସ୍କର ବିକଳ୍ପ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story