ସାଇବର ଠକଙ୍କ ଜାଲରେ ଆଇପିଏସ ଅଫିସରଙ୍କ ପତ୍ନୀ, ଆକାଉଣ୍ଟରେ ବୁଲିଲା କଳାକନା

ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Cyber Loot

Cyber Fraud

Niharika Rout
  • Published: Friday, 17 November 2023
  • Updated: 17 November 2023, 09:49 AM IST

Sports

Latest News

ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ଖାଇଗଲେ ଧୋକା। ଆକାଉଣ୍ଟରେ କଳାକନା ବୁଲାଇଦେଲେ ସାଇବର ଠକ । କେବଳ ଆଇପିଏସ୍‌ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି ଗାଏବ ହୋଇଗଲା ଟଙ୍କା । ସାଇବର ଲୁଟେରା ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏନେଇ ଦିଲ୍ଲୀ ସାଇବର ସେଲ୍‌ରେ ମାମଲ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଲିଖିତ ଅଭିଯୋଗ ଅନୁଯାୟୀ, ଆଇପିଏ ଅଫିସରଙ୍କ ପତ୍ନୀ ନିଜ ଘରର ପୁରୁଣା ଫର୍ଣ୍ଣିଚର ବିକ୍ରି କରିବାକୁ ଅନଲାଇନ୍‌ ବିଜ୍ଞାପନ ଦେଇଥିଲେ। ଏହାପରେ ତାଙ୍କ ନିକଟରୁ ଏକ କଲ୍‌ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ନିଜକୁ ବାଙ୍ଗାଲୁରର ଏକ ଫର୍ଣ୍ଣିଚର ଶୋ’ରୁମର ମାଲିକ ରାହୁଲ ବୋଲି ପରିଚୟ ଦେଇଥିଲେ।

Also Read

ଏହାପରେ ବିଶ୍ୱାସ ଜନ୍ମାଇ ସେ ଆଇପିଏ ଅଫିସରଙ୍କ ପତ୍ନୀ ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟ ନମ୍ବର ହାତେଇ ନେଲେ। ଏହାପରେ ମହିଳାଙ୍କ ଆକାଉଣ୍ଟରୁ ୧.୦୭ ଲକ୍ଷ ଟଙ୍କା ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। 

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story