୧୪ କୋଟି ଠକେଇ, ବହିଷ୍କୃତ କନଷ୍ଟେବଳଙ୍କ ସମେତ ୨ ଗିରଫ

୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ପୁଲିସ ଚାକିରିରୁ ତାଙ୍କୁ ବିଦା କରାଯାଇଥିଲା।

Loot PhotoOR

୨ ଅଭିଯୁକ୍ତ ଅନୁପଗଡ଼ର ଓ ସୁଧୀର

Biswajit Samal
  • Published: Monday, 15 April 2024
  • Updated: 15 April 2024, 07:18 PM IST

Sports

Latest News

କ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ୧୪ କୋଟି ଟଙ୍କା ଠକେଇ। ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।

ଏହି ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ। ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୁଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ। ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ପୁଲିସ ଚାକିରିରୁ ତାଙ୍କୁ ବିଦା କରାଯାଇଥିଲା।

Also Read

୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମୋସନାଲ ମିଟିଂ କରି ବେଦ ପ୍ରକାଶ କ୍ରିପ୍ଟୋ ସମ୍ପର୍କରେ ବିଶ୍ୱାସ ଜନ୍ମାଇଥିଲେ। ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ର ୫ଶହ ଲୋକଙ୍କ ଠାରୁ ଟଙ୍କା ଲୁଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story