ବାଲେଶ୍ୱର ସଦର ଥାନା ସାରଗାଁରେ ଟାଟା ପାୱାରରେ ସେକ୍ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି। ସେ ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି।
Also Read
ଅଭିଯୋଗ ଅନୁଯାୟୀ, ଅରୁଣ କୁମାର ଜେନା ୨୫ରୁ ଅଧିକ ଗ୍ରାହକଙ୍କୁ ବକେୟା ବିଲ୍ ବାବଦରେ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ସେ ନିଜେ ହଡ଼ପ କରିଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ଟାଟା ପାୱାରର ବାଲେଶ୍ୱର ସେକ୍ସନ୍ର ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ଆଜି ଅଜୟ କୁମାର ଜେନାଙ୍କୁ ଆଇଟିଆଇ ଅଞ୍ଚଳରେ ଥିବା ତାଙ୍କ ଘରୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଖସିଯାଉନାହାନ୍ତି ତ ବଡ଼ମୁଣ୍ଡ: କିଏ ସେ ୭ କର୍ମଚାରୀ, ଯାହାଙ୍କଠୁ ମିଳିଛି କୋଟିଏରୁ ଅଧିକ ନଗଦ ଟଙ୍କା
୨୦୧୬ ଫେବୃୟାରୀ ୨ ତାରିଖରେ ଆଠଗଡ଼ର ତତକାଳୀନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ୧.୦୧କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଥିଲା । ତା’ପରେ ୨୦୨୨ ମସିହାରେ ୪ଜଣ, ୨୦୨୩ରେ ୨ଜଣ ଓ ୨୦୨୫ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଭିଜିଲାନ୍ସ ଚଢ଼ଉ କରି କୋଟିଏରୁ ଅଧିକ ପରିମାଣର ନଗଦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ।

Crime
ସେକ୍ସ ବେଳେ କାହିଁକି ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କଲେ ମହିଳା?
ଇକବାଲ ତାଙ୍କୁ ବାରମ୍ବାର ବ୍ଲାକମେଲ କରି ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ତାଙ୍କୁ ମାରି ଦେଇଛନ୍ତି।

Crime
ମହିଳାଙ୍କୁ ମାରି ଜେଲ ଯାଇଥିଲା, ୫ ବର୍ଷ ପରେ କାହିଁକି ସ୍ୱାମୀ ଓ ତାଙ୍କ ମା’ଙ୍କୁ ମାରିଲା?
୨୦୧୯ରେ ସେ ସୁଧାକରନଙ୍କ ପତ୍ନୀ ସଞ୍ଜିତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ସେ ଜେଲ ଯାଇଥିଲା। ଜେଲରୁ ୫ ବର୍ଷ ପରେ ବାହାରିବା ପରେ ସଞ୍ଜିତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରିଛି।

Crime
ସୁଟକେସ୍ ଭିତରୁ ପୋଡ଼ା ମୃତଦେହ ପାଇଥିବା ପୁଲିସ୍ କେମିତି ହତ୍ୟାକାରୀ ପାଖରେ ପହଞ୍ଚିଲା?
ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।

Crime
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି, ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ପଳାଇଲା ଚୋର
ରାତି ୨ଟା ୪୦ ମିନିଟ୍ରେ ଚୋର ତାଙ୍କ ଘରେ ପଶିଥିଲା। ସିସିଟିଭିରୁ ଏହା ଜଣାପଡ଼ିଛି।