ଯୁକ୍ତ ଦୁଇ ପରୀକ୍ଷା: ଫିଜିକ୍ସରେ ସିଲାବସ୍ ବାହାରୁ ଆସିଛି ପ୍ରଶ୍ନ!

ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ

Chse +2 Exam

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

Biswajit Samal
  • Published: Saturday, 24 February 2024
  • Updated: 24 February 2024, 08:57 PM IST

Sports

Latest News

ଯୁକ୍ତ ଦୁଇ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ। ଗୋଟିଏକି ଦୁଇଟି ନୁହେଁ, ଫିଜିକ୍ସରେ ସିଲାବସ୍ ବାହାରୁ ୨୭ ମାର୍କର ପ୍ରଶ୍ନ ଆସିଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ।

Also Read

CHSE ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାରେ ଗତକାଲି ହୋଇଥିଲା ୭୦ ମାର୍କର ପଦାର୍ଥ ବିଜ୍ଞାନ ପରୀକ୍ଷା। ତେବେ ପ୍ରଶ୍ନପତ୍ରରେ ୨୭ ମାର୍କର ପ୍ରଶ୍ନ ସିଲାବସରେ ନଥିବା ସେମାନେ କହିଛନ୍ତି। ଏଥିସହ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏନେଇ CHSE କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story