ଦଶମରେ ପାଠ ଛାଡ଼ିବାରେ ଓଡ଼ିଶା- ୧ନଂ

ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି।

Manoj Swain
  • Published: Wednesday, 20 December 2023
  • Updated: 20 December 2023, 11:51 AM IST

Sports

Latest News

ଓଡ଼ିଶାରେ ଦୀର୍ଘ ୨୩ବର୍ଷ ଧରି ସ୍ଥିର ସରକାର ଥିବା ସତ୍ତ୍ୱେ ରାଜ୍ୟର ପ୍ରାୟ ୫୦ ପ୍ରତିଶତ ପିଲା ମାଟ୍ରିକରେ ଅଧାରୁ ପାଠ ଛାଡ଼ୁଛନ୍ତି।  ସର୍ବଭାରତୀୟସ୍ତରରେ ଓଡ଼ିଶାରେ ଦଶମ ଶ୍ରେଣୀରେ ଡ୍ରପଆଉଟ୍ ହାର ସବୁଠୁ ଅଧିକ ଥିବାବେଳେ ମଣିପୁରରେ ଡ୍ରପଆଉଟ୍ ହାର ଶୂନ ରହିଛି ।ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଲିଖିତ ଉତ୍ତରକୁ ନେଇ ଏବେ ରାଜ୍ୟର ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos