ପରୀକ୍ଷା ବ୍ୟବସ୍ଥାରେ ଆସୁଛି ବଡ ସଂସ୍କାର। ଏଣିକି ଆଉ ପିଲାଙ୍କର ରହିବନି ପରୀକ୍ଷା ଟେନସନ। ପରୀକ୍ଷା ହଲକୁ ବହି, ଖାତା ନେଇକିଯିବେ ପରୀକ୍ଷାର୍ଥୀ। ଆଉ ପାଖରେ ରଖି ପ୍ରଶ୍ନର ଉତ୍ତର ଦେଖି ଲେଖିବେ। ଏମିତି କିଛି ଢାଞ୍ଚାରେ ହୋଇପାରେ ସିବିଏସଇ ପରୀକ୍ଷା। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।