ଦିଲ୍ଲୀରେ ଆସନ୍ତା ୫ ଦିନ ସ୍କୁଲ୍ ଛୁଟି

୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ସରକାର।

Class Room

Representational Image

Jitendra Garnayak
  • Published: Sunday, 07 January 2024
  • Updated: 07 January 2024, 10:40 AM IST

Sports

Latest News

ଦିଲ୍ଲୀରେ ଆଗାମୀ ୫ ଦିନ ଯାଏ ସ୍କୁଲ୍‌ ଛୁଟି ରହିବ। ୫ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରଙ୍କ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ସରକାର। ପ୍ରବଳ ଶୀତ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଆଜି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି କହିଛନ୍ତି। 

ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପ୍ରବଳ ଶୀତ ଯୋଗୁ ନର୍ସରୀରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦିଲ୍ଲୀରେ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। 

ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ ଶୀତ ଛୁଟି ଯୋଗୁ ସ୍କୁଲ୍ ଗୁଡ଼ିକ ବନ୍ଦ ଅଛି। ଆସନ୍ତାକାଲିଠାରୁ ସ୍କୁଲ ଖୋଲିବ। ତେବେ ତା’ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।  

ଶନିବାର (ଗତକାଲି) ଦିଲ୍ଲୀ ସରକାର ଏକ ନିର୍ଦ୍ଦେଶ ଜାରି କରି ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଛୁଟିକୁ ବୃଦ୍ଧି କରାଗଲା ବୋଲି କହିଥିଲେ। ଏହି ନିର୍ଦ୍ଦେଶ ଜାରି କରିବାର କିଛି ଘଣ୍ଟା ପରେ ଶିକ୍ଷା ନିର୍ଦ୍ଦେଶକ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଭୁଶ ବଶତଃ ଏହି ନିର୍ଦ୍ଦେଶ ଜାରି ହୋଇଥିଲା ବୋଲି ସେ କହିଥିଲେ। ଏହା ସହିତ ପରବର୍ତ୍ତୀ ନିଷ୍ପତ୍ତି ରବିବାର ନିଆଯିବ ବୋଲି କହିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story