କାଠବୋଝ ତଳେ ଆଜିର ଭବିଷ୍ୟତ !

ବର୍ଷାରେ ଟ୍ରକରୁ ବେଞ୍ଚ ଅନଲୋଡିଂ କରୁଛନ୍ତି ଛାତ୍ରୀ। 5T ସ୍କୁଲରେ ଇଏ କେମିତିକା ବ୍ୟବସ୍ଥା ।

Manoj Swain
  • Published: Wednesday, 27 September 2023
  • Updated: 27 September 2023, 12:21 PM IST

ବର୍ଷାରେ ଟ୍ରକରୁ ବେଞ୍ଚ ଅନଲୋଡିଂ କରୁଛନ୍ତି ଛାତ୍ରୀ। 5T ସ୍କୁଲରେ ଇଏ କେମିତିକା ବ୍ୟବସ୍ଥା । ପାଠ ପଢା ପ୍ରତି ଛାତ୍ର ଛାତ୍ରୀଙ୍କ ଆଗ୍ରହ ବଢ଼େଇବା ପାଇଁ ସରକାର ବିଦ୍ୟାଳୟ ଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ସବୁ ସୁବିଧା ଯୋଗାଇ ଦେଉଛନ୍ତି । ହେଲେ ଏଠି ପାଠପଢ଼ା ଛାଡ଼ି ଛାତ୍ରଛାତ୍ରୀ କାମରେ ଲାଗିଛନ୍ତି । ସେପଟେ ପ୍ରଧାନଶିକ୍ଷକ କହୁଛନ୍ତି ସଉକରେ ବୋହିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos