ଅନ୍‌ ସ୍କ୍ରିନ୍ ଫୁଲ୍ କନ୍‌ଫିଡେନ୍ସ, ଅଫ୍ ସ୍କ୍ରିନ ଭେରି ଇମୋସନାଲ୍

ଘରେ ଘରେ ପରିଚିତ ନୈନା ଦାଶ। ମୋତେ ଝୁରିବୁନି ମଧୁମାଳତୀ ହେଉ କି ସୋରିଷ ଫୁଲର ହଳଦିଆ କ୍ଷେତ, ଏମିତି ଅନେକ ଗୀତ ଆଜି ବି ଶ୍ରୋତାଙ୍କ ହୃଦୟରେ ଘରକରି ରହିଛି।

Manoj Swain
  • Published: Friday, 10 November 2023
  • Updated: 10 November 2023, 11:04 AM IST

Sports

Latest News

ଘରେ ଘରେ ପରିଚିତ ନୈନା ଦାଶ। ମୋତେ ଝୁରିବୁନି ମଧୁମାଳତୀ ହେଉ କି ସୋରିଷ ଫୁଲର ହଳଦିଆ କ୍ଷେତ, ଏମିତି ଅନେକ ଗୀତ ଆଜି ବି ଶ୍ରୋତାଙ୍କ ହୃଦୟରେ ଘରକରି ରହିଛି। ଅନେକ ସୁପରହିଟ୍ ଗୀତରେ ଅଭିନୟ କରି ଦର୍ଶକଙ୍କ  ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ନୈନା ଦାଶ। ଏବେ ନୈନାଙ୍କ ସଂସାର କେମିତି ଚାଲିଛି ? ସଂସାର ଜଞ୍ଜାଳ ବଢ଼ିଯାଇଛି କି ? ଆଜି ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ 'ଦିଶା'ରେ ନୈନା କହିବେ ମନ କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos