ଆଗକୁ ଆସୁଛି 'ପାଦେ ଆକାଶ'

'ପୁଷ୍କରା' ଚଳଚ୍ଚିତ୍ର ସଫଳତାର ସହ 50 ଦିନ ପୂର୍ତ୍ତି ଅବସରରେ କିଛି ଏମିତି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । 

Manoj Swain
  • Published: Friday, 10 November 2023
  • Updated: 10 November 2023, 01:28 PM IST

Sports

Latest News

''ଏହା ଆରମ୍ଭ ମାତ୍ର। ଆଗକୁ ବହୁତ ବାଟ ଯିବାର ଅଛି। ବଲିଉଡ ଫିଲ୍ମ ଭିତରେ ବି ପୁଷ୍କରାର ଲୋକପ୍ରିୟତା କମିନଥିଲା। ଦର୍ଶକମାନେ ବହୁତ ମାତ୍ରାରେ ଏହି ସିନେମାକୁ ଭଲ ପାଇଥିଲେ। ଆଗକୁ ଆସୁଛି 'ପାଦେ ଆକାଶ' ଚଳଚ୍ଚିତ୍ର। ପୁଷ୍କରା ଭଳି ଦର୍ଶକ ଏହାକୁ ମଧ୍ୟ ଭଲ ପାଇବେ।'' 'ପୁଷ୍କରା' ଚଳଚ୍ଚିତ୍ର ସଫଳତାର ସହ 50 ଦିନ ପୂର୍ତ୍ତି ଅବସରରେ କିଛି ଏମିତି କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos