କିଏ ରହିଛି ଆଗରେ- ‘ବିଗ୍‌ ବସ୍‌’ ନା ‘କେବିସି’?

ମୁମ୍ବାଇ: ଛୋଟ ପରଦାରେ ଏବେ ଧମାଲ୍‌ କରୁଛନ୍ତି ଦୁଇଟି ଶୋ’। ଗୋଟିଏ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ସଲମାନ୍‌ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’ ଓ ଅନ୍ୟଟି ସୋନୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଅମିତାଭ୍‌ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’। ତେବେ ଏ ଦୁଇଟି ଶୋ’ ମଧ୍ୟରୁ କେଉଁଟିକୁ ଲୋକେ ଅଧିକ ଦେଖୁଛନ୍ତି? ଏ ବିଷୟରେ ଆପଣ କିଛି ଜାଣିଛନ୍ତି? କେବିସିକୁ ପଛରେ ପକାଇ ଦେଇଛି ବିଗ୍‌ବସ୍‌। ଏକଥା ଆମେ କହୁ ନାହୁଁ। ଟିଭି ରେଟିଂରୁ […]

amitav

amitav

Jitendra Garnayak
  • Published: Saturday, 29 September 2018
  • Updated: 29 September 2018, 01:15 PM IST

Sports

Latest News

ମୁମ୍ବାଇ: ଛୋଟ ପରଦାରେ ଏବେ ଧମାଲ୍‌ କରୁଛନ୍ତି ଦୁଇଟି ଶୋ’। ଗୋଟିଏ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ସଲମାନ୍‌ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’ ଓ ଅନ୍ୟଟି ସୋନୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଅମିତାଭ୍‌ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’।

ତେବେ ଏ ଦୁଇଟି ଶୋ’ ମଧ୍ୟରୁ କେଉଁଟିକୁ ଲୋକେ ଅଧିକ ଦେଖୁଛନ୍ତି? ଏ ବିଷୟରେ ଆପଣ କିଛି ଜାଣିଛନ୍ତି?

କେବିସିକୁ ପଛରେ ପକାଇ ଦେଇଛି ବିଗ୍‌ବସ୍‌। ଏକଥା ଆମେ କହୁ ନାହୁଁ। ଟିଭି ରେଟିଂରୁ ଏହା ଜଣାପଡ଼ିଛି।

ସୂଚନା ମୁତାବକ, ‘ବିଗ୍‌ବସ୍‌-୧୨’ ଟିଭି ରେଟିଂରେ ଷଷ୍ଠ ସ୍ଥାନରେ ଥିବାବେଳେ ‘କୌନ୍‌ ବନେଗା କରୋଡ୍‌ପତି’ ଦଶମ ସ୍ଥାନରେ ଅଛି।

‘ବିଗ୍‌ବସ୍‌’ ଆରମ୍ଭ ହେବା ଦିନଠାରୁ ଭଲ ରେଟିଂ ହାସଲ କରି ଟପ୍‌ ଟେନ୍‌ରେ ନିଜ ସ୍ଥାନ ବଜାୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story