ବନ୍ଦୀ କରିବା ପୂର୍ବରୁ କୁହ ଦୋଷ କଣ ?

ଏହି ଚାରିଜଣଙ୍କ ବୟସ ୭୦ରୁ ଅଧିକ ହେବ । ବଡ କଥା ହେଉଛି ଏମାନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ବର୍ଗ ଏମାନଙ୍କୁ ଆଣିଥିଲେ ଚିକିତ୍ସା କରିବାକୁ ।

Manoj Swain
  • Published: Tuesday, 12 September 2023
  • Updated: 12 September 2023, 11:53 AM IST

Sports

Latest News

ଏ ହେଉଛି ବ୍ରହ୍ମପୁର ବଡ ଡାକ୍ତରଖାନାର ଆଇଡି ଓ୍ଵାର୍ଡ । ଏହି ଓ୍ଵାର୍ଡ ପାଲଟିଛି ଏବେ ଏମାନଙ୍କ ଠିକଣା । ଆଉ ଏହି ଚାରିଜଣଙ୍କ ବୟସ ୭୦ରୁ ଅଧିକ ହେବ । ବଡ କଥା ହେଉଛି ଏମାନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ବର୍ଗ ଏମାନଙ୍କୁ ଆଣିଥିଲେ ଚିକିତ୍ସା କରିବାକୁ । ଆଉ ମେଡିକାଲରେ ଭର୍ତ୍ତି ହେବା ପରେ ପରିବାର ବର୍ଗ ଏମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି । ବର୍ଷ ବର୍ଷ ଧରି ଏମାନେ ଏମିତି ମେଡିକାଲରେ ପଡି ରହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos