ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ; ୩ ମାସରେ ଦଶମ ଘଟଣା

ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି।

Police Van

ପୁଲିସ ଭ୍ୟାନ୍

Debibandita Barick
  • Published: Saturday, 06 April 2024
  • Updated: 06 April 2024, 09:28 AM IST

Sports

Latest News

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ଏହି ପରିପ୍ରେକ୍ଷୀରେ ପୁଣି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି। ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ଏହା ଦଶମ ଘଟଣା।

ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଅନୁସାରେ, ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଛି। ମୃତକ ଜଣକ ହେଉଛନ୍ତି, ଉମା ସତ୍ୟ ସାଇ ଗାଡ୍ଡେ। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Also Read

ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଭାରତୀୟ ବାଣିଜ୍ୟ ଦୂତାବାସ ସୂଚନା ଦେଇଛି। ଦୂତାବାସ ପକ୍ଷରୁ ମୃତ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଯାଇଛି। ପୁଲିସର ତଦନ୍ତ ଚାଲିଛି, ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଦୂତାବାସ କହିଛି।

ତେବେ ଆମେରିକାରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସେଠାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ଚଳିତ ବର୍ଷ ମାତ୍ର ତିନି ମାସ ମଧ୍ୟରେ ୧୦ ଜଣ ଭାରତୀୟ ଏବଂ ଭାରତୀୟ ବଂଶଦ୍ଭୋବ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story