ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ: କେବେଠୁ ବିବାଦର ଆରମ୍ଭ, ହମାସ୍ ଚାହୁଁଛି କ'ଣ?

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର କାରଣ କଣ, କାହିଁକି ପାଲେଷ୍ଟାଇନ୍ ଆତଙ୍କବାଦୀ ହମାସମାନେ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଛନ୍ତି, ଜାଣନ୍ତୁ ପୂରା ଘଟଣାକ୍ରମ...

War In Israel

ପାଲେଷ୍ଟାଇନର ଆକ୍ରମଣ ପରେ ଇସ୍ରାଏଲର ଦୃଶ୍ୟ

Debibandita Barick
  • Published: Sunday, 08 October 2023
  • Updated: 08 October 2023, 05:34 PM IST

News Highlights

  • ଇସ୍ରାଏଲ ଉପରେ 5,000 ରକେଟ୍ ମାଡ କରିଛି ହମାସ୍
  • ପାଲଟା ଆକ୍ରମଣ ପରେ ଗଲାଣି 600ରୁ ଊର୍ଦ୍ଧ୍ୱ ଜୀବନ
  • ଶତାଧିକ ଇସ୍ରାଏଲବାସୀ ବନ୍ଦୀ

Sports

Latest News

ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ। ଗତକାଲି ଅଚାନକ ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ହମଲା ବିଶ୍ୱ ଖବରର ଶୀର୍ଷରେ ରହିଛି। ଇସ୍ରାଏଲ ଉପରେ ପାଲେଷ୍ଟାଇନର ପାଞ୍ଚ ହଜାରରୁ ଅଧିକ ରକେଟ୍ ମାଡ କରିଥିଲା। ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମଧ୍ୟ ଯୁଦ୍ଧ ଘୋଷଣା କରି ଦେଇଛନ୍ତି। ଏଥିରେ ଏଯାବତ୍ 600ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଲାଣି। ହମାସମାନେ ଶତାଧିକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରିନେଇଛନ୍ତି। ଏପରି ଏକ ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। 

ବିବାଦର ସୂତ୍ରପାତ
ଏକବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଇସ୍ରାଏଲୀ-ପାଲେଷ୍ଟାଇନ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ମିଳିତ ଜାତିସଂଘ 1947 ରେ ରିଜୋଲ୍ୟୁସନ୍ 181 ଗ୍ରହଣ କରିଥିଲା। ଯୋଜନା ଅନୁଯାୟୀ ଏହି ଅଞ୍ଚଳ ବ୍ରିଟେନ ଦ୍ୱାରା ଆରବ ଏବଂ ଇହୁଦୀ ରାଜ୍ୟରେ ବିଭକ୍ତ ହୋଇଥିଲା।

Also Read

ପ୍ରଥମ ଆରବ-ଇସ୍ରାଏଲୀ ଯୁଦ୍ଧ ପରେ 14 ମଇ 1948 ରେ ଇସ୍ରାଏଲ୍ ସୃଷ୍ଟି ହୋଇଥିଲା। 1949 ମସିହାରେ ଇସ୍ରାଏଲର ବିଜୟ ସହିତ ଯୁଦ୍ଧ ଶେଷ ହୋଇଥିଲା। କିନ୍ତୁ ଏଥିରେ 7,50,000 ପାଲେଷ୍ଟାଇନବାସୀ ବିସ୍ଥାପିତ ହୋଇଥିଲେ। 1964 ମସିହାରେ ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ୍(PLO) ଗଠନ କରାଯାଇଥିଲା।

ଯୁଦ୍ଧ ପରେ ଇସ୍ରାଏଲ୍ ମଧ୍ୟ କିଛି ଅଞ୍ଚଳ ହାସଲ କରିଥିଲା। ପୂର୍ବରୁ ଏହି ଅଞ୍ଚଳଗୁଡିକୁ ଜାତିସଂଘର ସଂକଳ୍ପ ଅନୁଯାୟୀ ପାଲେଷ୍ଟାଇନ ଆରବମାନଙ୍କୁ ଦିଆଯାଇଥିଲା। ପୂର୍ବ ପାଲେଷ୍ଟାଇନ ଅଞ୍ଚଳକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା, ସେଗୁଡିକ ହେଉଛି ଷ୍ଟେଟ୍ ଇସ୍ରାଏଲ୍, ୱେଷ୍ଟ୍ ବ୍ଯାଙ୍କ୍ (ଜୋର୍ଡାନ ନଦୀର) ଏବଂ ଗାଜା ଷ୍ଟ୍ରିପ୍। ବର୍ଷ ବର୍ଷ ଧରି ଇସ୍ରାଏଲ୍ ଏବଂ ଇଜିପ୍ଟ, ଜୋର୍ଡାନ ଏବଂ ସିରିଆ ମଧ୍ୟରେ ଏହି ଅଞ୍ଚଳକୁ ନେଇ ତିକ୍ତତା ବୃଦ୍ଧି ପାଇବାକୁ ଲାଗିଲା।

ଜୁନ୍ 1967ରେ, ଇସ୍ରାଏଲ୍ ମିଶର ଏବଂ ସିରିଆ ବାୟୁସେନା ଉପରେ ଛଅ ଦିନିଆ ଯୁଦ୍ଧ ଆରମ୍ଭ କରିଥିଲା। ଯୁଦ୍ଧ ଶେଷରେ ଇସ୍ରାଏଲେ, ସିନାଇ ପେନିନ୍ସୁଆଲା, ଗାଜା ଷ୍ଟ୍ରିପ୍, ୱେଷ୍ଟ୍ ବ୍ୟାଙ୍କ୍, ଜେରୁଜେଲମର ପୁରୁଣା ସହର ଏବଂ ଗୋଲାନ୍ ହାଇଟ୍ସକୁ କାବୁ କରି ନେଇଥିଲା। 

ହମାସ କିପରି ଆରମ୍ଭ ହେଲା
ହମାସ ହେଉଛି ଏକ ସଂଗଠନ। 1987 ମସିହାରେ ଅହମ୍ମଦ ୟାସିନ ଏବଂ ଅବଦୁଲ ଅଜିଜ ଅଲ-ରାଣ୍ଟିସିଙ୍କ ଦ୍ୱାରା ଇଜିପ୍ଟର ମୁସଲିମ୍ ଭାଇଚାରା ଭାବରେ ପ୍ରତିଷ୍ଠିତ ହୋଇଥିଲା। ହରାକତ ଅଲ-ମୁକୱାମା ଅଲ-ଇସଲାମିଆ ଅର୍ଥାତ୍ ଇସଲାମିକ୍ ପ୍ରତିରୋଧ ଆନ୍ଦୋଳନ ମୁଦ୍ଦା ଉପରେ ହମାସ୍ ପ୍ରତିଷ୍ଠିତ। 'ହମାସ୍'ର ଅର୍ଥ ହେଉଛି ଉତ୍ସାହ। 1988ରେ, ଏକ ହମାସ୍ ଚାର୍ଟର୍ ସ୍ପଷ୍ଟ କରିଥିଲା ଯେ, ଏହାର ଲକ୍ଷ୍ୟ ହେଉଛି ପାଲେଷ୍ଟାଇନକୁ ମୁକ୍ତ କରିବା ଏବଂ ଇସ୍ରାଏଲ୍, ୱେଷ୍ଟ ବ୍ୟାଙ୍କ ଏବଂ ଗାଜା ଷ୍ଟ୍ରିପକୁ ବିସ୍ତାର କରୁଥିବା ଅଞ୍ଚଳରେ ଏକ ଇସଲାମିକ୍ ଷ୍ଟେଟ୍ ପ୍ରତିଷ୍ଠା କରିବା। 

ଯଦି ଇସ୍ରାଏଲ୍ 1967 ପୂର୍ବ ସୀମାକୁ ଫେରିଯାଏ, ଅଧିକୃତ କରିଥିବା ଅଞ୍ଚଳକୁ ଫେରାଇଦିଏ, କ୍ଷତିପୂରଣ ଦିଏ ଏବଂ ପାଲେଷ୍ଟାଇନ ଶରଣାର୍ଥୀଙ୍କୁ ଫେରିବାକୁ ଅନୁମତି ଦିଏ ତେବେ ଏହା ଏକ ଯୁଦ୍ଧବିରାମ ସନ୍ଧି ପାଇଁ ଚୁକ୍ତି କରିବ। ଏହା ମଧ୍ୟ ମୁସଲିମ ଭାଇଚାରା ସହିତ ମୁଦ୍ଦାକୁ ଶେଷ କରିବ ବୋଲି ହମାସ୍ ଗୋଷ୍ଠୀ ପରବର୍ତ୍ତୀ ବର୍ଷଗୁଡିକରେ କହିଥିଲା। ଇସ୍ରାଏଲ୍ କିନ୍ତୁ ହମାସର ଏହି ଦାବିକୁ ଖଣ୍ଡନ କରି ଦେଇଥିଲା ଏବଂ ଏହା ବିଶ୍ୱକୁ ବୋକା ବନାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଥିଲା ଇସ୍ରାଏଲ। ଏହାକୁ ନେଇ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗି ରହୁଥିଲା। 

ହମାସ୍: ଗଠନ ଏବଂ ସମର୍ଥନ 
ହମାସ୍ ଇରାନର ସମର୍ଥନକୁ ଉପଭୋଗ କରୁଛି ଏବଂ ଏହା ଲେବାନନରେ ଇରାନ, ସିରିଆ ଏବଂ ଇସଲାମବାଦୀ ଗୋଷ୍ଠୀ ହିଜବୁଲକୁ ନେଇ ଗଠିତ ଏକ ବ୍ଲକର ଅଂଶ। ବ୍ଲକର ସମସ୍ତ ସଦସ୍ୟ ଏହି ଅଞ୍ଚଳରେ ଆମେରିକାର ନୀତିକୁ ବିରୋଧ କରନ୍ତି। ଖବର ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଗତକାଲି ହମାସର ଆକ୍ରମଣ "ଦଖଲକାରୀଙ୍କ ସମ୍ମୁଖରେ ପାଲେଷ୍ଟାଇନ ଲୋକଙ୍କ ଆତ୍ମବିଶ୍ୱାସ"ର ପ୍ରମାଣ। ପାଲେଷ୍ଟାଇନ ଅଞ୍ଚଳ ତଥା ମଧ୍ୟ ପୂର୍ବର ଅନ୍ୟ ଦେଶରେ ହମାସଙ୍କର ସମର୍ଥକ ଅଛନ୍ତି। 

ଏହି ଅଞ୍ଚଳରେ ଇରାନ, ସିରିଆ ଏବଂ ୟେମେନ ଆକ୍ରମଣରେ ହମାସକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତି ପାଇଁ କତାର, କେବଳ ଇସ୍ରାଏଲକୁ ଦାୟୀ କରିଛି। ଆରବ ଲିଗ୍ ଏବଂ ଜୋର୍ଡାନ ମଧ୍ୟ ଏହି ବିବାଦ ପାଇଁ ଇସ୍ରାଏଲର ନୀତିକୁ ଦାୟୀ କରିଛନ୍ତି। ସେପଟେ ଇଜିପ୍ଟ, ମୋରୋକୋ ଏବଂ ସାଉଦି ଆରବ ସଂଯମତା ପାଇଁ ଆହ୍ୱାନ କରିଛନ୍ତି।

ବିଶ୍ୱ ସ୍ତରରେ ହମାସକୁ ଇସ୍ରାଏଲ୍, ଆମେରିକା, ୟୁରୋପୀୟ ୟୁନିଅନ୍, କାନାଡା, ଇଜିପ୍ଟ ଏବଂ ଜାପାନ ଏକ ଆତଙ୍କବାଦୀ ସଂଗଠନ ରୂପରେ ନାମିତ କରିଛନ୍ତି। 2018 ରେ, ହମାସଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିବା ପାଇଁ ଆମେରିକା ଜାତିସଙ୍ଘରେ ଏକ ପ୍ରସ୍ତାବ ଆଣିଥିଲା। କିନ୍ତୁ ଏହାକୁ ଖାରଜ କରିଦିଆଯାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story