ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

୨୦୨୪ ନିର୍ବାଚନ ଲଢ଼ିବେ ନାହିଁ କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସାନପୁଅକୁ ବିଧାନସଭା ନିର୍ବାଚନ ଲଢ଼ାଇବାକୁ ଇଚ୍ଛାପ୍ରକାଶ କଲେ ନରସିଂହ।

Manoj Swain
  • Published: Sunday, 25 February 2024
  • Updated: 25 February 2024, 12:46 PM IST

Sports

Latest News

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଉ ଲଢ଼ିବେନି ବିଧାନସଭା ନିର୍ବାଚନ। ଏଥର ମୈଦାନକୁ ଆସିବେ ତାଙ୍କ ପୁଅ। ହେଲେ ସେ ରାଜନୀତିକୁ ବାଏ ବାଏ କରିବେନି ବୋଲି କହିଛନ୍ତି। ସର୍ଭେ ରିପୋର୍ଟ ନେଇ ନରସିଂହ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ରିପୋର୍ଟ କହୁଛି ବିଜେପି ବଢୁଛି ବିଜେଡି ଖସୁଛି। ଏହାଛଡ଼ା ସେ ଆମ ସହିତ ବିଜୁ ବାବୁଙ୍କ ସମୟର ଅନେକ ଅକୁହା କଥା ସେୟାର କରିଛନ୍ତି। ତେବେ ଏହାକୁ ନେଇ ସେ କଣ କହିଛନ୍ତି ଶୁଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos