ଟଙ୍କା ଦିଅ ଚାକିରି କର। ଦଲାଲ ହାତରେ ମାଳ ମାଳ ଚାକିରି। ପାଠ ପଢିପଢି ହାଲିଆ, ଟଙ୍କା ଦେଖାଉଛି କମାଲ୍। ମେଧାବୀ ପାଉନାହାନ୍ତି ଚାକିରି। ଯେଉଁମାନେ ହାତଗୁଞ୍ଜା ଦେଉଛନ୍ତି, ସେମାନଙ୍କ ହାତରେ ଚାକିରି। ସରକାର କହୁଛନ୍ତି ସ୍ୱଚ୍ଛତାର କଥା ହେଲେ ତାହା କାମରେ ଲାଗୁନି। କିଛି ଏଭଳି କହି ଅଭିଯୋଗ କରୁଛନ୍ତି ଛାତ୍ରଛାତ୍ରୀ। ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ (SOCIAL DEBATE)ରେ ଆଲୋଚନା ‘ଚାକିରି ବିକ୍ରି ହୁଏ କି ?' ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।