କଲେରା ଜୀବାଣୁ ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି, ଆଜି ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଷ୍ଟିଲ୍‌ ସିଟି ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣ ଆଖି ବୁଜି ସାରିଥିବା ବେଳେ ହଜାରେରୁ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଝାଡ଼ାବାନ୍ତି ବ୍ୟାପିବା ପଛରେ ରହିଛି କଲେରା ଜୀବାଣୁ।

Rourkela

ରାଉରକେଲା ସରକାରୀ ଡାକ୍ତରଖାନାରେ ଝାଡ଼ବାନ୍ତି ଆକ୍ରାନ୍ତଙ୍କ ରିପୋର୍ଟ ଦେଖୁଛନ୍ତି ଡାକ୍ତର

Niharika Rout
  • Published: Tuesday, 19 December 2023
  • Updated: 19 December 2023, 01:57 PM IST

Sports

Latest News

ଷ୍ଟିଲ୍‌ ସିଟି ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣ ଆଖି ବୁଜି ସାରିଥିବା ବେଳେ ହଜାରେରୁ ଆକ୍ରାନ୍ତ ହୋଇଛନ୍ତି। ତେବେ ଏହି ଝାଡ଼ାବାନ୍ତି ବ୍ୟାପିବା ପଛରେ ରହିଛି କଲେରା ଜୀବାଣୁ। ପାଣି ସାମ୍ପଲରୁ ଭିବ୍ରିଓ କଲେରା ଜୀବାଣୁ ମିଳିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାଯାଇଛି।

ଗତ କିଛି ଦିନ ହେବ ରାଉରକେଲାରେ ଝାଡ଼ାବାନ୍ତିରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହି ସଂଖ୍ୟା ହଜାରେ ଟପିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ଏଥିରେ ୧,୦୨୫ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁ ଜଣ ଏବେ ବି ମେଡିକାଲରେ ଚିକିତ୍ସିତ ଥିବା ବେଳେ ବହୁ ଲୋକ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି ।

ତେବେ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ ଆସୁଛି । ସେଥିପାଇଁ ୬ ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଥିବା ସୂଚନା ମିଳିଛି।

Also Read

ପାଣି ପାଇଁ ଏହି ଝାଡ଼ାବାନ୍ତି ବ୍ୟାପିଛି । ଲୋକ ବି କିଛି ଦିନ ହେଲା ପାଣିକୁ ନେଇ ଅଭିଯୋଗ କରିଥିଲେ। ପାଣିରେ କ୍ଲୋରିନ ପରିମାଣ ବଢ଼େଇବା ପାଇଁ ଜିଲ୍ଲାପାଳ ୱାଟକୋକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି।

ସୂଚନାଯୋଗ୍ୟ, ସ୍ମାର୍ଟସିଟି କାମ ବେଳେ ଫାଟିଥିବା ପାଣି ପାଇପର ଠିକଭାବରେ ମରାମତି ହୋଇନଥିବାରୁ ସେଥିରେ ଡ୍ରେନ୍ ପାଣି ପଶି ପାଣି ଦୂଷିତ ହୋଇଥିବା ଲୋକେ ଅଭିଯୋଗ କରିଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story