ଯଦି ଏମିତି ଚାକିରି କରିବେ ହୋଇଯିବେ ଲକ୍ଷପତି, ବୁଲିବେ ଦେଶବିଦେଶ...

ନୂଆଦିଲ୍ଲୀ: ନିଜର ତଥା ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ସମସ୍ତେ ଚାକିରି ଖଣ୍ଡେ କରିବାକୁ ଆଶାୟୀ ଥାନ୍ତି।  ଯେଉଁ ଦରମାରେ କି ସୁରୁଖୁରୁରେ ଘର ଖର୍ଚ୍ଚ ମେଣ୍ଟିଯିବ। ହେଲେ ଯଦି ଆପଣଙ୍କୁ ଏପରି ଚାକିରିର ଅଫର୍‌ ଆସେ, ଯେଉଁଥିରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇବେ,  ଦୁନିଆର ବିଭିନ୍ନ ଦେଶ ବୁଲିବାର ମଉକା ପାଇବେ, ଆଉ ଆଲିସାନ ବଙ୍ଗଲାରେ ରହିବାକୁ ମିଳିବ, ତେବେ ଆପଣ ହଁ କରିବେ ନା ନାହିଁ ? ୟୁ-ଟୁବରେ ଭିଡ଼ିଓ ପୋଷ୍ଟ […]

man-1...

man-1...

Niharika Rout
  • Published: Thursday, 11 April 2019
  • Updated: 11 April 2019, 05:25 PM IST

Sports

Latest News

ନୂଆଦିଲ୍ଲୀ: ନିଜର ତଥା ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ସମସ୍ତେ ଚାକିରି ଖଣ୍ଡେ କରିବାକୁ ଆଶାୟୀ ଥାନ୍ତି।  ଯେଉଁ ଦରମାରେ କି ସୁରୁଖୁରୁରେ ଘର ଖର୍ଚ୍ଚ ମେଣ୍ଟିଯିବ। ହେଲେ ଯଦି ଆପଣଙ୍କୁ ଏପରି ଚାକିରିର ଅଫର୍‌ ଆସେ, ଯେଉଁଥିରେ ଆପଣ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇବେ,  ଦୁନିଆର ବିଭିନ୍ନ ଦେଶ ବୁଲିବାର ମଉକା ପାଇବେ, ଆଉ ଆଲିସାନ ବଙ୍ଗଲାରେ ରହିବାକୁ ମିଳିବ, ତେବେ ଆପଣ ହଁ କରିବେ ନା ନାହିଁ ?

ୟୁ-ଟୁବରେ ଭିଡ଼ିଓ ପୋଷ୍ଟ କରି ଏପରି ଚାକିରୀର ଅଫର୍‌ ଦେଇଛନ୍ତି  ଜଣେ ୨୬ ବର୍ଷୀୟ କରୋଡ଼ପତି ଯୁବକ । ନିଜ ପାଇଁ ଆସିଷ୍ଟାଣ୍ଟ ଖୋଜୁଥିବା ମାଥ୍ୟୁ ଲେପର ନାମକ ଯୁବକ ଏଭଳି ମନଲୋଭା ପ୍ୟାକେଜର ଘୋଷଣା କରିଛନ୍ତି।

ମାଥ୍ୟୁଙ୍କୁ ଏପରି ଜଣେ ଆସିଷ୍ଟାଣ୍ଟଙ୍କ ଆବଶ୍ୟକତା ରହିଛି ଯେକି ତାଙ୍କ ସହ ବିଭିନ୍ନ ଦେଶ ବୁଲିପାରିବ।  ଏହା ସହ କମ୍ପାନୀ କାମରେ ମଧ୍ୟ ତାଙ୍କୁ ସହାୟତା କରିବ । ମେଥ୍ୟୁ ଏହି କାମ ପାଇଁ ନିଜ ଆସିଷ୍ଟାଣ୍ଟଙ୍କୁ ବାର୍ଷିକ ପ୍ୟାକେଜ ହିସାବରେ ୨୫.୭୫ ଲକ୍ଷ ଟଙ୍କା ଦେବେ।  ଏହାବ୍ୟତୀତ ରହିବା ପାଇଁ ଏକ ବିଳାସମୟ ଘର ଓ ସ୍ୱାସ୍ଥ୍ୟ ବୀମା ମଧ୍ୟ ଯୋଗାଇ ଦେବେ ।

ମାଥ୍ୟୁ ଜଣେ କରୋଡ଼ପତି ହୋଇଥିବା ବେଳେ ୪ଟି ଇ-କମର୍ସ କମ୍ପାନୀର ମାଲିକ ଅଟନ୍ତି। ଏପରି ଚାକିରୀ ନିମେନ୍ତ ସେ ୟୁ-ଟୁବ୍‌ରେ ଭିଡ଼ିଓ ପୋଷ୍ଟ କରିବା ପରେ ୪୦ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀ ଆବେଦନ କରି ସାରିଛନ୍ତି। ଆବେଦନକାରୀଙ୍କ ବୟସ ସୀମା ୨୩ରୁ ୩୭ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବହୁ ଯୁବତୀ ଅଛନ୍ତି।

ଏହି ଚାକିରି ନିମନ୍ତେ କେବଳ ସର୍ତ୍ତ ଏତିକି ଅଛି ଯେ, ଆଶାୟୀ ପ୍ରାର୍ଥୀଙ୍କର ଭଲ କମ୍ପ୍ୟୁଟର ଜ୍ଞାନ ଥିବ, କମ୍ପ୍ୟୁଟର ଚାଳନା ଉପରେ ତାଙ୍କର ଦକ୍ଷତା ଥିବ। ସୋଶାଲ ମିଡିଆ ବିଷୟରେ ପାରଙ୍ଗମ ହୋଇଥିବେ, ନୂଆ ଜିନିଷ ଶିଖିବା ନିମନ୍ତେ ଇଚ୍ଛୁକ ଥିବେ ଓ ମହତ୍ତ୍ୱକାଂକ୍ଷୀ ହୋଇଥିବେ।  ଦେଖିବାକୁ ବାକି ରହିଲା ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି। କିଏ ଏପରି ଚାକିରି ହାତେଇ ମାଲାମାଲ ହୋଇପାରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story