ଅକ୍ସଫୋର୍ଡର କୋଭିଡ୍ ଲ୍ୟାବ ଉପରେ ସାଇବର ଆଟାକ

ବ୍ରିଟେନ: ଅକ୍ସଫୋର୍ଡର କୋଭିଡ୍ ଟିକା ଲ୍ୟାବ ଉପରେ ସାଇବର ଆଟାକ କରିଛନ୍ତି ହ୍ୟାକର। ଏ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସ୍ପଷ୍ଟୀକରଣ ରଖିଛି। ଲ୍ୟାବର ଅନେକ କମ୍ପ୍ୟୁଟରକୁ ହ୍ୟାକର ହ୍ୟାକ କରିନେଇଥିବା ଜଣାପଡ଼ିଛି। ହେଲେ କୌଣସି କ୍ଲିନିକାଲ୍ ରିସର୍ଚ୍ଚ ଉପରେ ହ୍ୟାକର ପ୍ରଭାବିତ କରିପାରିନଥିବା ଅକ୍ସଫୋର୍ଡ ସ୍ପଷ୍ଟୀକରଣ ରଖିଛି। ଚଳିତ ମାସର ମଝିରେ ହ୍ୟାକର ଏହି ହ୍ୟାକ କରିଥିବା ଜଣାପଡ଼ିଛି। ହେଲେ ହ୍ୟାକିଂ ପଛର ଖଳନାୟକ କିଏ ଜଣାପଡ଼ି ନାହିଁ। ବିଶ୍ୱବିଦ୍ୟାଳୟର ଷ୍ଟ୍ରକଚୁରାଲ ଲ୍ୟାବ ଉପରେ ହ୍ୟାକର ସାଇବର […]

cyber-1

cyber-1

Subhransu Sekhar
  • Published: Friday, 26 February 2021
  • Updated: 26 February 2021, 10:28 PM IST

Sports

Latest News

ବ୍ରିଟେନ: ଅକ୍ସଫୋର୍ଡର କୋଭିଡ୍ ଟିକା ଲ୍ୟାବ ଉପରେ ସାଇବର ଆଟାକ କରିଛନ୍ତି ହ୍ୟାକର। ଏ ନେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସ୍ପଷ୍ଟୀକରଣ ରଖିଛି। ଲ୍ୟାବର ଅନେକ କମ୍ପ୍ୟୁଟରକୁ ହ୍ୟାକର ହ୍ୟାକ କରିନେଇଥିବା ଜଣାପଡ଼ିଛି। ହେଲେ କୌଣସି କ୍ଲିନିକାଲ୍ ରିସର୍ଚ୍ଚ ଉପରେ ହ୍ୟାକର ପ୍ରଭାବିତ କରିପାରିନଥିବା ଅକ୍ସଫୋର୍ଡ ସ୍ପଷ୍ଟୀକରଣ ରଖିଛି। ଚଳିତ ମାସର ମଝିରେ ହ୍ୟାକର ଏହି ହ୍ୟାକ କରିଥିବା ଜଣାପଡ଼ିଛି। ହେଲେ ହ୍ୟାକିଂ ପଛର ଖଳନାୟକ କିଏ ଜଣାପଡ଼ି ନାହିଁ।

ବିଶ୍ୱବିଦ୍ୟାଳୟର ଷ୍ଟ୍ରକଚୁରାଲ ଲ୍ୟାବ ଉପରେ ହ୍ୟାକର ସାଇବର ଆଟାକ କରିଥିଲେ। ହେଲେ ଏହି ଲ୍ୟାବର କୌଣସି ସଂପୃକ୍ତି ନାହିଁ ଅକ୍ସଫୋର୍ଡ ଦ୍ୱାରା ତିଆରି ହୋଇଥିବା ଏଷ୍ଟ୍ରାଜେନେକା ଟିକା ଲ୍ୟାବ ସହିତ ଫୋବର୍ସର ରିପୋର୍ଟ ଅନୁଯାୟୀ ଏବେ ଏହି ସାଇବର ହମଲାର ତଦନ୍ତ ହେବ। କେଉଁ ପ୍ରକ୍ରିୟାରେ ହ୍ୟାକର ଆଟାକ କରିଥିଲେ ତାର ଚେର ପର୍ଯ୍ୟନ୍ତ ଅନୁସନ୍ଧାନ କରିବେ ତଦନ୍ତକାରୀ ଟିମ୍।

ସୂଚନାଯୋଗ୍ୟ, ଅକ୍ସଫୋର୍ଡ଼ ଦ୍ୱାରା ବିକଶିତ ହୋଇଥିବା ଏଷ୍ଟ୍ରାଜେନେକା ଟିକା ଏବଂ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମିଶି କୋଭିଶିଲ୍ଡ ଟିକା ତିଆରି କରିଛନ୍ତି। ଏବେ ଭାରତରେ ଟିକାକରଣ ପ୍ରକ୍ରିୟାରେ କୋଭିଶିଲ୍ଡ ଦିଆଯାଉଛି। ଏହି ଟିକା ପ୍ରଭାବଶାଳୀ ବୋଲି କ୍ଲିନିକାଲ ପରୀକ୍ଷାରେ ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story