ଭାରତ ଏବଂ ପିଏମ ମୋଦିଙ୍କୁ ପ୍ରଶଂସା କଲା WHO

ଜେନେଭା: କରୋନା ମହାମାରୀ ବେଳେ ଭାରତ ବିଶ୍ୱ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ନିଜ ଦେଶ ସହିତ ଅନ୍ୟ ଦେଶକୁ ମଧ୍ୟ ‘କୋଭାକ୍ସ’ ଟିକା ପଠାଉଛି ଭାରତ। ଭାରତର ଏଭଳି ଉଦ୍ୟମକୁ WHO ପ୍ରଶଂସା କରିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛି। WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଭାରତ ବିଶ୍ୱରେ 60ରୁ ଅଧିକ ଦେଶକୁ ପଠାଇବା ପରେ ଏବଂ ଟୀକାକରଣ ପାଇଁ WHO ମୁଖ୍ୟ ପ୍ରଶଂସା କରିଛନ୍ତି। ଭାରତର ଏଭଳି ପଦକ୍ଷେପକୁ […]

WHO-HEAD

WHO-HEAD

Subhransu Sekhar
  • Published: Friday, 26 February 2021
  • Updated: 26 February 2021, 10:10 PM IST

ଜେନେଭା: କରୋନା ମହାମାରୀ ବେଳେ ଭାରତ ବିଶ୍ୱ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ନିଜ ଦେଶ ସହିତ ଅନ୍ୟ ଦେଶକୁ ମଧ୍ୟ ‘କୋଭାକ୍ସ’ ଟିକା ପଠାଉଛି ଭାରତ। ଭାରତର ଏଭଳି ଉଦ୍ୟମକୁ WHO ପ୍ରଶଂସା କରିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛି। WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଭାରତ ବିଶ୍ୱରେ 60ରୁ ଅଧିକ ଦେଶକୁ ପଠାଇବା ପରେ ଏବଂ ଟୀକାକରଣ ପାଇଁ WHO ମୁଖ୍ୟ ପ୍ରଶଂସା କରିଛନ୍ତି।

ଭାରତର ଏଭଳି ପଦକ୍ଷେପକୁ ଅନ୍ୟ ଦେଶ ମଧ୍ୟ ଅନୁସରଣ କରିବା ଦରକାର ବୋଲି WHO ମୁଖ୍ୟ କହିଛନ୍ତି। ଭାରତର 60ରୁ ଅଧିକ ଦେଶକୁ ଟିକାକରଣ ପ୍ରକ୍ରିୟାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି।

https://twitter.com/DrTedros/status/1364983456539824134?s=20

ବୁଧବାର ଭାରତ ଆଫ୍ରିକୀୟ ଦେଶ ଘାନାକୁ COVID ୧୯ ଟିକାକରଣର ପ୍ରଥମ ଟିକା ପଠାଇଛି। ୟୁନିସେଫ୍ ସହଯୋଗରେ COVAX ଘାନାକୁ ପଠାଯାଉଛି। ଏହି ଚୁକ୍ତିରେ ମୋଟ୍ ୯୨ଟି ଦେଶ ଜଡିତ ଅଛନ୍ତି। ଫେବୃଆରୀ ୧୨ରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଭାରତ ବିଭିନ୍ନ ଦେଶକୁ ୨୨୯ ଲକ୍ଷ ଡୋଜ କରୋନା ଟିକା ପଠାଇଛି। ଏଥିମଧ୍ୟରୁ ୬୪ ଲକ୍ଷ ଡୋଜ ସବସିଡି ଏବଂ ୧୬୫ ଲକ୍ଷ ବ୍ୟବସାୟିକ ଭିତ୍ତିରେ ଯୋଗାଇ ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ବିଶ୍ୱ ଟିକା ଯୋଗାଣ ପଦକ୍ଷେପ ଜାରି ରଖିବ। ପର୍ଯ୍ୟାୟକ୍ରମେ ଅନେକ ଦେଶ ଏଥିରେ ଅନ୍ତର୍ଭୁକ୍ତ ହେବେ ବୋଲି ସେ କହିଛନ୍ତି।

ଉପହାର ସୂରୂପ ଭାରତ ଇତିମଧ୍ୟରେ ବାଂଲାଦେଶକୁ ୨୦ ଲକ୍ଷ, ମିଆଁମାରକୁ ୧୭ ଲକ୍ଷ, ନେପାଳକୁ ୧୦ ଲକ୍ଷ, ଭୁଟାନକୁ ୧.୫ ଲକ୍ଷ, ମାଳଦ୍ୱୀପକୁ ୧ ଲକ୍ଷ, ମରିଶସକୁ ୧ ଲକ୍ଷ, ସେଶେଲ୍ସକୁ ୫୦ ହଜାର, ଶ୍ରୀଲଙ୍କାକୁ ୫ ଲକ୍ଷ, ବାହରିନକୁ ୧ ଲକ୍ଷ, ଓମାନକୁ ୧ ଲକ୍ଷ, ଆଫଗାନିସ୍ତାନକୁ ୫ ଲକ୍ଷ, ବାରବାଡୋସକୁ ୧ ଲକ୍ଷ ଏବଂ ଡିମୋନିକାକୁ ୭୦ ହଜାରକୁ ଟିକା ପଠାଇଛି।

ସେହିପରି ବାଣିଜ୍ୟିକ ଚୁକ୍ତି ଆଧାରରେ ବ୍ରାଜିଲକୁ ୨୦ ଲକ୍ଷ, ମୋରୋକୋକୁ ୬୦ ଲକ୍ଷ, ବାଂଲାଦେଶକୁ ୫୦ ଲକ୍ଷ, ମିଆଁମାରକୁ ୨୦ ଲକ୍ଷ, ଇଜିପ୍ଟକୁ ୫୦,୦୦୦, ଆଲଜେରିଆକୁ ୫୦,୦୦୦, ଦକ୍ଷିଣ ଆଫ୍ରିକାକୁ ୧୦ ଲକ୍ଷ, କୁଏତକୁ ଦୁଇ ଲକ୍ଷ, ୟୁଏଇକୁ ଦୁଇ ଲକ୍ଷ ଟିକା ଯୋଗାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story