ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅମିତ ଶାହ, ଦେଖନ୍ତୁ ଭିଡିଓ

ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଇଥିଲା। ଏଥିସହ ଏହାର ଆଗ ପଟ ମଧ୍ୟ ତଳେ ପିଟି ହେବା ସ୍ଥିତିକୁ ଚାଲି ଆସିଥିଲା।

amit shah

ଅମିତ ଶାହଙ୍କ ହେଲିକପ୍ଟର

Hemant Lenka
  • Published: Monday, 29 April 2024
  • Updated: 29 April 2024, 05:18 PM IST

Sports

Latest News

ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅଳ୍ପକେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେ ବସିଥିବା ହେଲିକପ୍ଟର ଟେକଅପ ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇଥିଲା। ବିହାରର ବେଗୁସରାରୁ ସେ ଉଡ଼ାଣ ଭରିବା ବେଳେ ଏପରି ଘଟଣା ଘଟିଥିଲେ।

କିନ୍ତୁ କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଶାହଙ୍କ ହେଲିକପ୍ଟରର ପାଇଲଟ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଏହାପରେ ହେଲିକପ୍ଟରଟି ବେଶ ସ୍ୱାଭାବିକ ଢଙ୍ଗରେ ଉଡ଼ାଣ ଭରିଥିଲା।

Also Read

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅମିତ ଶାହ ବସିଥିବା ହେଲିକପ୍ଟରଟି ବେଗୁସରାଇର ଅସ୍ଥାୟୀ ହେଲିପ୍ୟାଡରୁ ଉଡ଼ାଣ ଭରିବା ଆରମ୍ଭ କରିଥିଲା। କିନ୍ତୁ ଟେକଅପ ବେଳେ ଏହା ନିୟନ୍ତ୍ରଣ ହରାଇଥିଲା। ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଡାହାଣ ପଟକୁ ଚାଲି ଯାଇଥିଲା। ଏଥିସହ ଏହାର ଆଗ ପଟ ମଧ୍ୟ ତଳେ ପିଟି ହେବା ସ୍ଥିତିକୁ ଚାଲି ଆସିଥିଲା। କିଛି ସେକେଣ୍ଡ ଧରି ହେଲିକପ୍ଟରଟି ନିୟନ୍ତ୍ରଣ ବାହାରେ ଉଡ଼ିଥିଲେ ମଧ୍ୟ ପାଇଲଟ ଜଣଙ୍କ କୌଣସି ଅଘଟଣ ପୂର୍ବରୁ ଏହାକୁ ସମ୍ଭାଳି ନେଇଥିଲେ। ଏହାପରେ ସେ ହେଲିକପ୍ଟରକୁ ଠିକଣା ମାର୍ଗରେ ଉଡ଼ାଇ ନେଇଥିଲେ।

ଜେଡିୟୁ ସହ ମେଣ୍ଟ କରି ବିଜେପି ବିହାରରେ ୧୭ଟି ଆସନରେ ଲଢ଼ୁଛି। ଜେଡିୟୁ ୧୬ଟି ଆସନରେ ପ୍ରାର୍ଥୀ ଦେଇଛି। ମେଣ୍ଟରେ ଚରାଗ ପାଶ୍ୱାନଙ୍କ ଏଲଜେପି ୫ଟି ଓ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଗୋଟିଏ ଆସନରେ ଲଢ଼ୁଛନ୍ତି। ଏଥିପାଇଁ ଅମିତ ଶାହ ବିହାରରେ ବିଜେପି ଓ ଏନଡିଏ ପାଇଁ ପ୍ରଚାର କରିବାକୁ ଆଜି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story