ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ଧରାପଡ଼ିଲା ବ୍ୟକ୍ତି

ଗତକାଲି ରାତି ୧୨ଟା ୫ ମିନିଟ୍‌ରେ କେଜ୍ରିଓ୍ୱାଲଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ତୁରନ୍ତ ଆକ୍ସନ ମୁଡ୍‌କୁ ଆସିଥିଲା।

Arvind kejriwal PhotoInternet

ଅରବିନ୍ଦ କେଜ୍ରିଓ୍ୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Madhupriya Mistry
  • Published: Tuesday, 31 January 2023
  • Updated: 31 January 2023, 11:18 AM IST

Sports

Latest News

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ହତ୍ୟା ଧମକ। ଗତ ବିଳମ୍ବିତ ରାତିରେ କେଜ୍ରିଓ୍ୱାଲ୍‌ଙ୍କ ନିକଟକୁ ଏକ ପିସିଆର୍‌ କଲ୍‌ ଆସିଥିଲା। ଏହି ଫୋନ୍‌ କଲ୍‌ ମାଧ୍ୟମରେ ତାଙ୍କ ଜୀବନରେ ମାରି ଦେବାକୁ ଧମକ ଦେଇଛି ଜଣେ ଦୁର୍ବୃତ୍ତ। ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି।

ସୂଚନା ମୁତାବକ, ଗତକାଲି ରାତି ୧୨ଟା ୫ ମିନିଟ୍‌ରେ କେଜ୍ରିଓ୍ୱାଲଙ୍କ ପାଖକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ପୁଲିସ ତୁରନ୍ତ ଆକ୍ସନ ମୁଡ୍‌କୁ ଆସିଥିଲା। ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତଦନ୍ତର କିଛି ସମୟ ମଧ୍ୟରେ ହିଁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଥିଲା।

ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ, କଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ରୋଗୀ। ତାଙ୍କ ନାଁ ଜୟ ପ୍ରକାଶ ଓ ବୟସ ୩୮ ବର୍ଷ। ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍‌ରେ ଚିକିତ୍ସାଧୀନ ଅଛି। ଏହି କାରଣରୁ ପୁଲିସ୍‌ ତାକୁ ଧରିବା ପରେ ବି ଗିରଫ କରିନାହିଁ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story