ନିର୍ବାଚନ ପୂର୍ବରୁ ଧରାପଡ଼ିଲାଣି ୪,୬୫୦ କୋଟି, ଏଯାଏଁ ସର୍ବାଧିକ

ନିର୍ବାଚନରେ ଧନବଳର ପ୍ରଭାବ ରୋକିବା ପାଇଁ ମାର୍ଚ୍ଚ ୧ ତାରିଖରୁ ଚଢ଼ାଉ ଚାଲିଛି। ପ୍ରତି ଦିନ ହାରାହାରି ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହେଉଛି। ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି।

Election Commission

ନିର୍ବାଚନ କମିଶନ

Madhupriya Mistry
  • Published: Monday, 15 April 2024
  • Updated: 15 April 2024, 03:09 PM IST

Sports

Latest News

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ଜାରି ରହିଛି ଜୋରସୋର୍‌ରେ ପ୍ରଚାର। ଆସନ୍ତା ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି କୋଟି କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ କରାଯାଇଥିବା ନିର୍ବାଚନ କମିଶନର ସୂଚନା ଦେଇଛନ୍ତି, ଯାହା ଭାରତ ଇତିହାସରେ ପ୍ରଥମ।

ନିର୍ବାଚନରେ ଧନବଳର ପ୍ରଭାବ ରୋକିବା ପାଇଁ ମାର୍ଚ୍ଚ ୧ ତାରିଖରୁ ଚଢ଼ାଉ ଚାଲିଛି। ପ୍ରତି ଦିନ ହାରାହାରି ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହେଉଛି। ପ୍ରବର୍ତ୍ତନ ଅଧିକାରୀ, ଫ୍ଲାଇଂ ସ୍କ୍ୱାଡ, ଷ୍ଟାଟିଷ୍ଟିକ୍‌ ସର୍ଭେଲାନ୍ସ ଟିମ୍‌ ପ୍ରତିଦିନ ଏଥିପାଇଁ କାମ କରୁଛନ୍ତି। ପ୍ରତି ଚେକ୍‌ ପୋଷ୍ଟରେ ଚେକିଂ ହେଉଛି। ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହେବା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୪,୬୫୦ କୋଟି ଜବତ ହୋଇ ସାରିଲାଣି, ଯାହା ୨୦୧୯ ଲୋକସଭା ନିର୍ବାଚନରେ ଜବତ ହୋଇଥିବା ଟଙ୍କା ଠାରୁ ଢ଼େର ଅଧିକ ବୋଲି ନିର୍ବାଚନ କମିଶନର କହିଛନ୍ତି।

Also Read

କେବଳ ସେତିକି ନୁହେଁ ନିର୍ବାଚନ ବେଳେ ଯେପରି ଟଙ୍କା ବଣ୍ଟନ, ମଦ ଓ ମାଗଣାରେ ଜିନିଷ ବଣ୍ଟନ ଓ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ମଧ୍ୟ ପ୍ରାୟସ ଜାରି ରହିଛି। ଏଥିପ୍ରତି ଅଧିକାରୀମାନେ ନଜର ରଖିଛନ୍ତି ବୋଲି ନିର୍ବାଚନ କମିଶନର କହିଛନ୍ତି।

ଜବତ ହୋଇଥିବା ୪୬୫୦ କୋଟି ମଧ୍ୟରେ ୩୯୫.୯୫ କୋଟିର ନଗଦ ଟଙ୍କା, ୪୮୯.୩୧ କୋଟିର ମଦ, ୨୦୬୮.୫୮ କୋଟିର ଡ୍ରଗ୍ସ, ୫୬୨.୧୦ କୋଟିର ସୁନା ଓ ୧୧୪୨.୪୯ କୋଟିର ଅନ୍ୟାନ୍ୟ ସାମଗ୍ରୀ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story