ବ୍ୟାଡମିଣ୍ଟନ ଷ୍ଟାର୍‌ରୁ ଆଇଏଏସ୍‌

ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ ଓ ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତ।

Kuhoo Garg

କୁହୁ ଗର୍ଗ

Madhupriya Mistry
  • Published: Wednesday, 17 April 2024
  • Updated: 17 April 2024, 12:21 PM IST

Sports

Latest News

ବ୍ୟାଡମିଣ୍ଟନ ଖେଳାଳି କୁହୁ ଗର୍ଗ। ବ୍ୟାଡମିଣ୍ଟନରେ ଦେଶ ପାଇଁ ଗୌରବ ଆଣିଥିବା କୁହୁ ଏବେ ୟୁପିଏସସିରେ ମଧ୍ୟ କରିଛନ୍ତି ଟପ୍‌। ସେ ୟୁପିଏସ୍‌ସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି। ସେ ନିଜ ସଫଳତାର ଶ୍ରେୟ ପୂର୍ବତନ ଆଇପିଏସ୍‌ ଅଧିକାରୀ ତଥା ତାଙ୍କ ବାପା ଅଶୋକ କୁମାରଙ୍କୁ ଦେଇଛନ୍ତି।

ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ଅଶୋକ କୁମାରଙ୍କ ଝିଅ ହେଉଛନ୍ତି କୁହୁ ଗର୍ଗ। ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ ଓ ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତ । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ୧ ନମ୍ବର ରାଙ୍କରେ ଅଛନ୍ତି।

Also Read

ଖେଳରେ ନିଜର ପାରଦର୍ଶୀତା ପ୍ରମାଣ କରିବା ପରେ ବାପାଙ୍କୁ ଦେଖି ପ୍ରଶାସନିକ ସେବାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ କୁହୁ । ସେଣ୍ଟ ଜୋସେଫ ଡେରାଡୁନ୍‌ରୁ ସ୍କୁଲିଂ ସରିବା ପରେ ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ କୁହୁ। ଏହି ସମୟରେ ସେ ବ୍ୟାଡମିଣ୍ଟନ ଖେଳ ସହ ଦିନରେ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ତେବେ ଖେଳରୁ ସେ ଶୃଙ୍ଖଳା ଶିଖିଛନ୍ତି, ଯାହା ୟୁପିଏସସି କ୍ଲିଅର କରିବାକୁ ତାଙ୍କୁ ସାହାଯ୍ୟ କରିଥିବା କହିଛନ୍ତି କୁହୁ ଗର୍ଗ ।

କୁହୁ ଗର୍ଗଙ୍କ ବାପା ଅଶୋକ କୁମାର ୨୦୨୦-୨୩ ଯାଏ ଉତ୍ତରାଖଣ୍ଡର ଡିଜିପି ଥିଲେ। ହରିଆଣାରୁ ପଢ଼ା ସରିବା ପରେ ଆଇଆଇଟି ଦିଲ୍ଲୀ ଇଂଜିନିୟରିଂ କରିଥିଲେ ଅଶୋକ କୁମାର। ସେହିପରି କୁହୁଙ୍କ ମା' ଜଣେ ଅଳକନନ୍ଦା ଜଣେ ପ୍ରଫେସର ଅଟନ୍ତି। ସେ ଅଶୋକ ପନ୍ତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କୁହୁଙ୍କର ଦୁଇ ଭାଇ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story