ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଡଭାନୀ ଓ ଯୋଶୀଙ୍କୁ ନିମନ୍ତ୍ରଣ କଲା ଭିଏଚ୍‌ପି

ସେମାନଙ୍କୁ ୨୨ ତାରିଖରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭିଏଚ୍‌ପି ନିମନ୍ତ୍ରଣ କରିଛି।

Advani

ଆଡଭାନୀଙ୍କ ସହ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ

Hemant Lenka
  • Published: Tuesday, 19 December 2023
  • Updated: 19 December 2023, 06:26 PM IST

Sports

Latest News

ବିଜେପି ଭେଟରାନ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରତିଷ୍ଠ ଉତ୍ସବରେ ସାମିଲ ହେବାକୁ ଆଜି ନିମନ୍ତ୍ରଣ କରିଛି ବିଶ୍ୱ ହିନ୍ଦୁ ପରିଷଦ। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଦଶକରେ ଆରମ୍ଭ ହୋଇଥିବା ଅଭିଯାନ ବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଡଭାନୀ ଓ ଯୋଶୀ।

ତେଣୁ ସେମାନଙ୍କୁ ୨୨ ତାରିଖରେ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭିଏଚ୍‌ପି ନିମନ୍ତ୍ରଣ କରିଛି। ସେମାନେ ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।

Also Read

ଏହାପୂର୍ବରୁ କିନ୍ତୁ ମନ୍ଦିର ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ ଅଲଗା କଥା କହିଥିଲେ। ଆଡଭାନୀ ଓ ଯୋଶୀଙ୍କ ବୟସ ଅଧିକ ହୋଇଯାଇଥିବାରୁ ସେମାନଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କୁହାଯାଇଛି। କିନ୍ତୁ ଭିଏଚ୍‌ପି ଉଭୟଙ୍କୁ ନିମନ୍ତ୍ରଣ କରିଥିବା ଏବେ ରିପୋର୍ଟ ସାମ୍ନାକୁ ଆସିଛି।

ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ ଆଲୋକ କୁମାର କହିଛନ୍ତି, “ଲାଲ କୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ରାମ ମନ୍ଦିର ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ସେମାନଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। ୨୦୨୪ ମସିହା ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସେମାନେ ସାମିଲ ହେବାକୁ ଶତପ୍ରତିଶତ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି।”

ଦିନକ ପୂର୍ବରୁ ଚମ୍ପତ ରାୟ କହିଥିଲେ ଯେ ଉଭୟ ଆମ ପରିବାର ବରିଷ୍ଠ ସଦସ୍ୟ। ସେମାନଙ୍କ ବୟସକୁ ଦୃଷ୍ଟିରେ ରଖି ଉଭୟଙ୍କୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଅନୁରୋଧ କରାଯାଇଛି। ଉଭୟ ଏହାକୁ ଗ୍ରହଣ କରିଥିବା ଶ୍ରୀ ରାୟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story