ରାଜରାସ୍ତାରେ ପୁଣି ଶିକ୍ଷକ। ଚୁକ୍ତିଭିତ୍ତିକ ଶିକ୍ଷା ଉଚ୍ଛେଦ କରିଥିବାବେଳେ ଜୁନିୟର ଶିକ୍ଷକଙ୍କୁ କାହିଁକି କରାଯାଇନାହିଁ? ତାହାର ପ୍ରତିବାଦରେ ବିକ୍ଷୋଭ କରୁଛନ୍ତି ଶିକ୍ଷକ। କହିଲେ ଆମେ ସାବତ ପୁଅ ଭଳି ଗୋତି ଖଟୁଛୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।