୬ଘଣ୍ଟାରେ ହାୱାଡାରୁ ପୁରୀ ପହଂଚିବ ‘ବନ୍ଦେ ଭାରତ ଏକ୍ସପ୍ରେସ’, ସପ୍ତାହକୁ ୬ଦିନ ଚାଲିବ

ଆସନ୍ତା ୧୮ତାରିଖରେ ପୁରୀ-ହାୱାଡା ମଧ୍ୟରେ ଏହି ସେମି-ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ସପ୍ତାହକୁ ୬ଦିନ ଚାଲିବ ।

'Vande Bharat Express' PhotoOR

ପୁରୀ ରେଳ ଷ୍ଟେସନରେ ସେବା ଦେବାକୁ ପ୍ରସ୍ତୁତ ରହିଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’

Ordigital Desk
  • Published: Tuesday, 16 May 2023
  • Updated: 16 May 2023, 08:36 PM IST

Sports

Latest News

ଦିନକ ପରେ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚଳାଚଳ ଆରମ୍ଭ କରିବ । ଆସନ୍ତା ୧୮ତାରିଖରେ ପୁରୀ-ହାୱାଡା ମଧ୍ୟରେ ଏହି ସେମି-ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ସପ୍ତାହକୁ ୬ଦିନ ଚାଲିବ । ମାତ୍ର ୬ଘଣ୍ଟା ୨୫ମିନିଟରେ ଏହି ଟ୍ରେନ ହାୱାଡାରୁ ପୁରୀ ପହଂଚିବ ଓ ମୋଟ ୭ଟି ସ୍ଥାନରେ ରହଣୀ କରିବ ବୋଲି ଜଣାପଡ଼ିଛି ।

ପୂର୍ବତଟ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୮ତାରିଖରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ ଚଳାଚଳ  ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ଟ୍ରେନ ଗୁରୁବାରକୁ ଛାଡ଼ିଦେଲେ ବାକି ୬ଦିନ ଚଳାଚଳ କରିବ । ହାୱାଡାରୁ ସକାଳ ୬ଟା ୧୦ମିନିଟରେ ବାହାରି ଏହି ଟ୍ରେନ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁ-କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ଦିନ ୧୨ଟା ୩୫ମିନିଟରେ ପହଂଚିବ ।

Also Read

ସେହିପରି ପୁରୀରୁ ଦିନ ୧ଟା ୫୦ମିନିଟରେ ବାହାରି ଉକ୍ତ ମାର୍ଗ ଦେଇ ହାୱାଡାରେ  ରାତି ସାଢ଼େ ୮ଟାରେ ପହଂଚିବ ବୋଲି ଜଣାପଡ଼ିଛି । ଏହି ଟ୍ରେନରେ ମୋଟ ୧୬ଟି ବଗି ରହିଛି ଓ ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ । ଏହି ଟ୍ରେନ ଚଳାଚଳ ପାଇଁ ଟ୍ରାଏଲ ରନ୍ ଶେଷ ହୋଇଛି । ପୁରୀରେ ଏହି ଟ୍ରେନ ଚଳାଚଳ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପ୍ରଥମଥର ପାଇଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚଳାଚଳ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story