ଫାଇଭ-ଟି, ‘ମୋ ସରକାର’ ଫେଲ୍ : ପଡ଼ିରହିଛି ଲୋକଙ୍କ ୩୫ହଜାରରୁ ଅଧିକ ଅଭିଯୋଗ

ରାଜ୍ୟ ସରକାର ଫାଇଭ-ଟି ବ୍ୟବସ୍ଥାରେ ଟ୍ରାନ୍ସପରେନ୍ସି ଓ ଟାଇମ୍ ମ୍ୟାନେଜମେଂଟର କଥା କହୁଥିବାବେଳେ ସାଧାରଣ ଲୋକଙ୍କ ଅଭିଯୋଗ ଦୀର୍ଘଦିନ ଧରି ପଡ଼ି ରହିବା ପରୋକ୍ଷରେ ସାଧାରଣ ଲୋକଙ୍କ ପାଇଁ ଫାଇଭ-ଟି ବ୍ୟବସ୍ଥା ଉପହାସ ପାଲଟିଛି ।

Naveen Patnaik and VK Pandian PhotoTwitter

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନ

Ordigital Desk
  • Published: Thursday, 23 February 2023
  • Updated: 23 February 2023, 09:13 PM IST

Sports

Latest News

ଫାଇଭ-ଟି, ମୋ ସରକାର ଓ ଜନଶୁଣାଣି ଭଳି ଜନକେନ୍ଦ୍ରିକ ସଂସ୍କାର ଆଣି ସାଧାରଣ ଲୋକଙ୍କ ନିକଟରେ ପ୍ରଶାସନକୁ ପହଂଚାଇବାକୁ ରାଜ୍ୟ ସରକାର କରିଥିବା ଉଦ୍ୟମ ବାସ୍ତବରେ ଫେଲ୍ ମାରିଛି । ସାଧାରଣ ଲୋକଙ୍କଠୁ ମିଳିଥିବା ଅଭିଯୋଗର ପ୍ରାୟ ୩୫% ଏବେବି ସମାଧାନ ନହୋଇ ସରକାରୀସ୍ତରରେ ପଡ଼ିରହିଛି । ରାଜ୍ୟ ସରକାର ଫାଇଭ-ଟି ବ୍ୟବସ୍ଥାରେ ଟ୍ରାନ୍ସପରେନ୍ସି ଓ ଟାଇମ୍ ମ୍ୟାନେଜମେଂଟର କଥା କହୁଥିବାବେଳେ ସାଧାରଣ ଲୋକଙ୍କ ଅଭିଯୋଗ ଦୀର୍ଘଦିନ ଧରି ପଡ଼ି ରହିବା ପରୋକ୍ଷରେ ସାଧାରଣ ଲୋକଙ୍କ ପାଇଁ ଫାଇଭ-ଟି ବ୍ୟବସ୍ଥା ଉପହାସ ପାଲଟିଛି ।

Economic Survey Reportବିଭିନ୍ନ ମାଧ୍ୟମରେ ରାଜ୍ୟବାସୀ କରିଥିବା ଅଭିଯୋଗର ପରିସଂଖ୍ୟାନ

ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୨-୨୩ ରେ ରାଜ୍ୟ ସରକାର ଦାବି କରିଛନ୍ତି ଯେ, ସାଧାରଣ ଲୋକେ ନିଜର ଅଭିଯୋଗକୁ ବିଭିନ୍ନ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଖରେ ପହଂଚାଉଛନ୍ତି । ମୋଟ ୧ଲକ୍ଷ ୨୮ଟି ଅଭିଯୋଗ ମିଳିଥିବାବେଳେ  ଦିନକୁ ହାରାହାରି ୩୦୦ ଅଭିଯୋଗ ସରକାରଙ୍କୁ ମିଳୁଛି । ବ୍ୟକ୍ତିଗତ ଭାବେ ୨୩,୩୭୨ଟି, ଚିଠି ମାଧ୍ୟମରେ ୧୨୧୩୦ଟି, ୱେବସାଇଟ୍ ମାଧ୍ୟମରେ ୪୪୪୧୧ଟି, ହ୍ୱାଟସଅପରେ ୧୩୭୫୯ଟି ଓ ମୋବାଇଲ ଆପ୍ ମାଧ୍ୟମରେ ୫୪୯୭ଟି ଅଭିଯୋଗ ମିଳିଛି । ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଦ୍ୱାରା ସେଥିରୁ ମୋଟ ୬୪୮୩୭ଟି ଅଭିଯୋଗର ଶୁଣାଣି ବା ସମାଧାନ ହୋଇଥିବାବେଳେ ୩୫୧୯୧ଟି ଅଭିଯୋଗ ଏବେବି ସମାଧାନ ନହୋଇ ପଡ଼ି ରହିଛି । ଅର୍ଥାତ ୬୫% ଅଭିଯୋଗର ଶୁଣାଣି ସରିଥିବାବେଳେ ବାକି ୩୫% ଅଭିଯୋଗ ଉପରେ ଏବେ ବିଚାର ନହୋଇ ପଡ଼ିରହିଛି । ସାଧାରଣ ଲୋକଙ୍କ ଏତେସଂଖ୍ୟକ ଅଭିଯୋଗ ପଡ଼ି ରହିଥିବାବେଳେ ସରକାର ‘ଫାଇଭ-ଟି ଓ ମୋ ସରକାର’ ଭଳି ଜନକେନ୍ଦ୍ରିକ ପ୍ରଶାସନିକ ସଂସ୍କାର ମଡେଲ କଥାର ଦମ୍ଭୋକ୍ତି ବାଢ଼ିବା ହାସ୍ୟାସ୍ପଦ ପାଲଟିଛି ।

Also Read

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ଲୋକଙ୍କ ମତାମତ ଓ ଅଭିଯୋଗ ଆଧାରିତ ପ୍ରଶାସନିକ ମଡେଲ ହେଉଛି ‘ମୋ ସରକାର’ । ଏହି ମୋ ସରକାର ମଡେଲରେ ରାଜ୍ୟର ମନ୍ତ୍ରୀ ଓ ଅଫିସରମାନେ ପ୍ରତିମାସରେ ହାରାହାରି ୧୮ହଜାର ଟେଲିଫୋନ୍ କଲ ସାଧାରଣ ଲୋକଙ୍କୁ କରୁଛନ୍ତି ଓ ୭୪୮୬ଟି ମତାମତ ପାଉଛନ୍ତି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି । ୩୧ଟି ବିଭାଗର ୨୫୭ଟି ସେବା ସଂକ୍ରାନ୍ତରେ ମତାମତ ସଂଗ୍ରହ କରାଯାଉଛି । ଏପର୍ଯ୍ୟନ୍ତ ୩ କୋଟି ୪୮ଲକ୍ଷ ୬୪ହଜାର ୮୬୧ଜଣ ନାଗରିକଙ୍କ ଠିକଣା ଓ ବିବରଣୀକୁ ସଂଗ୍ରହ କରି ରଖାଯାଇଛି । ଯାହାକି ନ୍ୟୁୟର୍କ ସହରର ଜନସଂଖ୍ୟାର ପ୍ରାୟ ଦ୍ୱିଗୁଣ । ସେହିପରି ‘ଫାଇଭ-ଟି’ ବ୍ୟବସ୍ଥା ରାଜ୍ୟ ପ୍ରଶାସନରେ ଉପଯୋଗ ପରଠୁ ଓଡ଼ିଶା ସରକାର ଜନକେନ୍ଦ୍ରିକ ଓ ଉତ୍ତରଦାୟୀ ଶାସନ କ୍ଷେତ୍ରରେ ଏକ ଲମ୍ବା ଡ଼ିଆଁ ମାରିଛନ୍ତି । ଏହା ପ୍ରଶାସନରେ ପାରଦର୍ଶିତା ଓ ସମୟୋପଯୋଗୀ ନିଷ୍ପତ୍ତି ନେବାରେ ସହାୟକ ହେଉଛି । ସାଧାରଣ ଲୋକଙ୍କୁ ଘର ଦୁଆର ମୁହଁରେ ସେବା ପ୍ରଦାନ କରୁଛି । ପ୍ରତ୍ୟେକ ବିଭାଗରେ ଫାଇଭ-ଟି ସେଲ୍ ଓ ନୋଡାଲ ଅଫିସର ରହିଛନ୍ତି ଆଉ ନାଗରିକକେନ୍ଦ୍ରିକ ପ୍ରଶାସନକୁ ସୁନିଶ୍ଚିତ କରାଯାଉଛି । ଯଦି ଏଭଳି ପ୍ରଶାସନିକ ସଂସ୍କାର ମଡେଲ କାର୍ଯ୍ୟକ୍ଷମ ଅଛି ତା’ହେଲେ ସାଧାରଣ ଲୋକଙ୍କର ହଜାର ହଜାର ଅଭିଯୋଗ କିଭଳି ଓ କାହିଁକି ପଡ଼ିରହିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story