ପ୍ଲାଟଫର୍ମକୁ ଗାଡ଼ି ପଶିଲା କେମିତି?

୧ ଏପ୍ରିଲରେ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ କାର୍‌ ପଶିବା ଘଟଣା। କାର ମାଲିକ ହେଉଛନ୍ତି ବାଲୁଗାଁ ନୂଆସାହିର ସମ୍ବିତ ସ୍ଥିତପ୍ରଜ୍ଞନ ରାଉତ। ତାଙ୍କ ନାଁରେ ୧୪୭, ୧୫୯, ୧୫୪, ୧୪୫ବି ରେଳବାଇ ଆଇନରେ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ପରେ ଆରପିଏଫରୁ ବେଲ୍‌ରେ ଯାଇଥିଲେ। ତେବେ ପ୍ଲାଟଫର୍ମକୁ ଗାଡ଼ି ପଶିଲା କେମିତି?

Debendra Prusty
  • Published: Thursday, 06 April 2023
  • Updated: 06 April 2023, 11:46 AM IST

Sports

Latest News

୧ ଏପ୍ରିଲରେ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ କାର୍‌ ପଶିବା ଘଟଣା। କାର ମାଲିକ ହେଉଛନ୍ତି ବାଲୁଗାଁ ନୂଆସାହିର ସମ୍ବିତ ସ୍ଥିତପ୍ରଜ୍ଞନ ରାଉତ। ତାଙ୍କ ନାଁରେ ୧୪୭, ୧୫୯, ୧୫୪, ୧୪୫ବି ରେଳବାଇ ଆଇନରେ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରିଥିଲା ରେଳବାଇ ପୋଲିସ। ପରେ ଆରପିଏଫରୁ ବେଲ୍‌ରେ ଯାଇଥିଲେ। ତେବେ ପ୍ଲାଟଫର୍ମକୁ ଗାଡ଼ି ପଶିଲା କେମିତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos