ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣା: ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ସାମୁଲୁ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି ।

Odisha man carrying wife’s body on shoulder PhotoOR

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ସାମୁଲୁ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ନେଉଥିବା ଦୃଶ୍ୟ।

Niranjan Mishra
  • Published: Tuesday, 14 February 2023
  • Updated: 14 February 2023, 10:51 PM IST

Sports

Latest News

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକର ସାମୁଲୁ ପାଙ୍ଗୀ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହିବା ଘଟଣାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ମାନବାଧିକାର କମିଶନ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଆଡଭୋକେଟ୍ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ମାମଲାରେ ଏନଏଚଆରସିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ମାନବାଧିକାରର ସ୍ପଷ୍ଟ ଉଲ୍ଲଘଂନ ବୋଲି ଯୁକ୍ତି ବାଢ଼ିଥିଲେ ।

କମିଶନ ତାଙ୍କର ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ରାଧାକାନ୍ତ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ନିଜ ଜନ୍ମସ୍ଥାନ ଥିବା ଅଂଚଳରେ ମେଡ଼ିକାଲ ସୁବିଧା ନପାଇବା ଓ ଆନ୍ଧ୍ରପ୍ରଦେଶର ହସ୍ପିଟାଲର ଅବହେଳାପୂର୍ଣ୍ଣ ଆଚରଣ, ପୁଲିସ ଭାଷା ନବୁଝିପାରିବା ଯୋଗୁ ଗରିବ ସାମଲୁଙ୍କୁ କଷ୍ଟ ସହିବାକୁ ପଡ଼ିଛି । ସାମଲୁର ଅସୁବିଧାରେ ତାଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି । ନିଜର ଗୁଜୁରାଣ ମେଂଟାଇବା ପାଇଁ ସାମଲୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ତେଣୁ ଶ୍ରମ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ସାମଲୁଙ୍କୁ ହଇରାଣ ହେବାକୁ ପଡ଼ିଛି ।

ସୂଚନାଯୋଗ୍ୟ, ପଟାଙ୍ଗୀ ବ୍ଲକର ୩୫ବର୍ଷୀୟ ଯୁବକ ସାମଲୁ ପାଙ୍ଗୀ ତାଙ୍କ ଅସୁସ୍ଥ ପତ୍ନୀ ଇଦେ ଗୁରୁଙ୍କୁ ପଡ଼ୋଶୀ ବିଶାଖାପାଟଣାର ସାଙ୍ଗିଭାଲସାସ୍ଥିତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଇଦେଙ୍କ ବଂଚିବା ସମ୍ଭାବନା କ୍ଷୀଣ ଥିବା ଦର୍ଶାଇ ଡାକ୍ତରମାନେ ତାଙ୍କୁ ଘରକୁ ଫେରାଇ ଦେଇଥିଲେ । ସାମୁଲୁ ଗୋଟିଏ ଅଟୋ ରିକ୍ସା ଭଡ଼ା କରି ପତ୍ନୀଙ୍କୁ ଘରକୁ ଆଣୁଥିବାବେଳେ ବାଟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ଓ ସମ୍ପୃକ୍ତ ଡ୍ରାଇଭର ତାଙ୍କୁ ବାଟରେ ଛାଡ଼ି ପଳାଇଥିଲା । କିଛି ଉପାୟ ନପାଇ ସେ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଘରକୁ ଆଣୁଥିଲେ ବୋଲି ଶ୍ରୀ ତ୍ରିପାଠୀ ଆବେଦନରେ ଦର୍ଶାଇଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story