କମିଲା ଦୂରତା, ମିଶିଗଲେ କି ବିଜେଡି ନେତା? ଆସୁନଥିଲେ ସଞ୍ଜୟ। ଏବେ ମାତିଲେଣି ଆଣିବାକୁ ବିଜେଡି ବିଜୟ। ବିଦେଶୀ ତାକତ ଓଡ଼ିଶା ଲୁଟୁଥିବା କଥା କହିଥିଲେ। ଏବେ ବିଜେଡି କାର୍ଯ୍ୟକ୍ରମରେ ଭାଷଣ ଦେଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।