ପୁରୀରେ ଭୟାନକ ଅଗ୍ନିକାଣ୍ଡ

ପୁରୀରେ ଭୟାନକ ଅଗ୍ନିକାଣ୍ଡ। ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ଘଟଣା ସ୍ଥଳରେ ୧୦୦ରୁ ଅଧିକ ଦମକଳ କର୍ମଚାରୀ ଓ ଏକାଧିକ ଦମକଳ ଗାଡ଼ି, ଓଡ୍ରାଫ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଉଦ୍ୟମ। ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। 

Manoj Swain
  • Published: Thursday, 09 March 2023
  • Updated: 09 March 2023, 11:28 AM IST

Sports

Latest News

ପୁରୀରେ ଭୟାନକ ଅଗ୍ନିକାଣ୍ଡ। ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରିନାହିଁ। ଘଟଣା ସ୍ଥଳରେ ୧୦୦ରୁ ଅଧିକ ଦମକଳ କର୍ମଚାରୀ ଓ ଏକାଧିକ ଦମକଳ ଗାଡ଼ି, ଓଡ୍ରାଫ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଉଦ୍ୟମ। ସେପଟେ ଶ୍ରୀମନ୍ଦିର ଯିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତା ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ ସିଂ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos