ଡାକ୍ତରଙ୍କ ବଦଳି ବାତିଲ ପାଇଁ ଗାଁ ଲୋକଙ୍କ ଧାରଣା

ସୋର (ନିରଞ୍ଜନ ବେହେରା): ମେଡ଼ିକାଲ୍‌ ଆଗରେ ଗାଁ ଲୋକଙ୍କ ଧାରଣା। ଡାକ୍ତରଙ୍କ ବଦଳି ବାତିଲ ପାଇଁ ଧାରଣା ଦେଉଛନ୍ତି ଗାଁ ଲୋକେ। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ। ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍‌ଚାର୍ଜ ହେଉଛନ୍ତି ଡାକ୍ତର ଲକ୍ଷ୍ମୀପ୍ରସାଦ ରାଉତ। ସେହି ମେଡ଼ିକାଲ୍‌ର ଆୟୁଷ ଡାକ୍ତର ହେଉଛନ୍ତି ଡାକ୍ତର ସଂଘମିତ୍ରା ବୁଧପ୍ରିୟା। ସେ ରୋଗୀ ଠିକ୍‌ରେ ଦେଖିନଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା। […]

Soro

Soro

Manoranjan Sial
  • Published: Monday, 19 September 2022
  • Updated: 20 September 2022, 11:53 AM IST

Sports

Latest News

ସୋର (ନିରଞ୍ଜନ ବେହେରା): ମେଡ଼ିକାଲ୍‌ ଆଗରେ ଗାଁ ଲୋକଙ୍କ ଧାରଣା। ଡାକ୍ତରଙ୍କ ବଦଳି ବାତିଲ ପାଇଁ ଧାରଣା ଦେଉଛନ୍ତି ଗାଁ ଲୋକେ। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ।

ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରର ଇନ୍‌ଚାର୍ଜ ହେଉଛନ୍ତି ଡାକ୍ତର ଲକ୍ଷ୍ମୀପ୍ରସାଦ ରାଉତ। ସେହି ମେଡ଼ିକାଲ୍‌ର ଆୟୁଷ ଡାକ୍ତର ହେଉଛନ୍ତି ଡାକ୍ତର ସଂଘମିତ୍ରା ବୁଧପ୍ରିୟା। ସେ ରୋଗୀ ଠିକ୍‌ରେ ଦେଖିନଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଥିଲା। ଏପରିକି ମେଡ଼ିକାଲ୍‌ ଇନ୍‌ଚାର୍ଜ ଡାକ୍ତର ଲକ୍ଷ୍ମୀପ୍ରସାଦ ରାଉତଙ୍କୁ ସେ ସହଯୋଗ କରୁଥିଲେ। ଅଫିସ୍‌ର ନୀତି ନିୟମକୁ ମାନୁନଥିଲେ।

ଆୟୁଷ ଡାକ୍ତରଙ୍କ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇ ମେଡ଼ିକାଲ୍‌ ଇନ୍‌ଚାର୍ଜ ଡକ୍ଟର ରାଉତ, ବାଲେଶ୍ୱର ସିଡିଏମ୍‌ଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ୧୦ ଦିନ ବିତି ଗଲାଣି। ହେଲେ ଆୟୁଷ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ ଡାକ୍ତର ରାଉତ। ଆଉ ନିଜେ ଅନ୍ୟତ୍ର ବଦଳି ହେବାକୁ ଚାହୁଁଥିଲେ। ଏକଥା ପ୍ରଚାରିତ ହେବା ପରେ ମେଡ଼ିକାଲ୍‌ ଆଗରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସ୍ଥାନୀୟ ଲୋକେ ଆଜି ମେଡ଼ିକାଲ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ବଦଳି ନହେବା ପାଇଁ ଜିଦ୍‌ ଧରି ବସିଥିଲେ। ଯଦି ଦରକାର ପଡ଼େ, ଆୟୁଷ ଡାକ୍ତରାଣୀଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଗାଁ ଲୋକେ ଦାବି କରିଥିଲେ। ଗାଁ ଲୋକଙ୍କ ନିଷ୍ପତ୍ତି ଅନୁସାରେ, ସମସ୍ତେ ମିଳିତ ଭାବେ ଡାକ୍ତରାଣୀଙ୍କ ବଦଳି ପାଇଁ ସିଡିଏମ୍‌ଓଙ୍କ ପାଖରେ ଅଭିଯୋଗ କରିବେ।

ଅନ୍ୟପକ୍ଷରେ ଆୟୁଷ ଡାକ୍ତର ସଂଘମିତ୍ରା ବୁଧପ୍ରିୟା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଉ କହିଛନ୍ତି, କୌଣସି ରୋଗୀଙ୍କୁ ଦୁର୍ବ୍ୟବହାର କରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story