ବିଜେପିରେ ମିଶିଲେ କାର୍-ଖାନା ମାଲିକାଣୀ

ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା।

BJP PhotoOR

ବିଜେପିରେ ମିସିଲେ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ

Biswajit Samal
  • Published: Monday, 15 April 2024
  • Updated: 15 April 2024, 04:03 PM IST

Sports

Latest News

ଆଜି ବିଜେପିରେ ମିଶିଲେ କାର୍ -ଖାନା ମାଲିକାଣୀ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି।

Also Read

ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା। ତାମଙ୍କ ମା’ ରାଜନିତିରେ ଜଡ଼ିତ ଥିଲେ। କିନ୍ତୁ ସେ କୌଣସି ଦଳରେ ନଥିଲେ। ଆଜି ସେ ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ କରିଛି। ମୋଦିଙ୍କ ନୀତି ଓ ଆଦର୍ଶ ତାଙ୍କୁ ବିଜେପିରେ ସାମିଲ ହେବାକୁ ଅନୁପ୍ରାଣିତ କରିଛି। ଆଗକୁ ସେ ନାରୀ ସଶକ୍ତିକରଣ ଉପରେ କାମ କରିବେ ବୋଲି କହିଛନ୍ତି।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story