କୁଆଡ଼େ ଗଲେ ବିଜେଡିର ଷ୍ଟାର ପ୍ରଚାରକ ?

ବିଜେଡି ତାଲିକାରେ 40 ଜଣଙ୍କ ନାଁ ଥିଲେ ମଧ୍ୟ ବୁଲୁଛନ୍ତି କେବଳେ 2 ଜଣ !

Manoj Swain
  • Published: Wednesday, 08 May 2024
  • Updated: 08 May 2024, 12:48 PM IST

Sports

Latest News

ବିଜେଡିର ଷ୍ଟାର କ୍ୟାମ୍ପନରେ ତାଲିକାଟି ଯେମିତି 1 ରୁ ଆରମ୍ଭ ହୋଇ 2ରେ ସରିଯାଇଛି। 3 ନମ୍ବର ବ୍ୟକ୍ତି ଦଳର ସାଙ୍ଗଠନିକ ସଂପାଦକଙ୍କୁ କେବଳ ସମ୍ବଲପୁର ଛାଡି ଦେଲେ ଅନ୍ୟ କେଉଁଠି ସଭା ସମିତି କରୁଥିବା ଦେଖିବାକୁ ମିଳୁନି। ତାଲିକାରେ 40 ଜଣଙ୍କ ନାଁ ଥିଲେ ମଧ୍ୟ ବୁଲୁଛନ୍ତି କେବଳେ 2 ଜଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ଜନସଭା କରୁଥିବା ବେଳେ ପାଣ୍ଡିଆନ କରୁଛନ୍ତି ରୋଡ ସୋ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos