ବୟସର ଅପରାହ୍ନେ ପୁଅ ପାଇଁ ଦୁଇ ବାପାଙ୍କ କାହାଣୀ

ଭୋଗରାଇ ବିଧାୟକ ଅନନ୍ତ ଦାସ ୨୦୨୪ ନିର୍ବାଚନରେ ନିଜ ପାଇଁ ନୁହେଁ ତାଙ୍କ ପୁଅ ପାଇଁ ଟିକେଟ୍ ଲବି କରୁଛନ୍ତି।

Manoj Swain
  • Published: Wednesday, 17 April 2024
  • Updated: 17 April 2024, 06:18 PM IST

Sports

Latest News

ଏ ସଂଘର୍ଷ ହେଉଛି 2 ବାପାଙ୍କର। ଜଣେ ଲାଗି ପଡିଛନ୍ତି ପୁଅ କେମିତି ଖଣ୍ଡେ ଟିକେଟ୍ ପାଇବ, ଆଉ ଜଣେ ପୁଅ କେମିତି ନିର୍ବାଚନରେ ଜିତିବ। ପୁଅର ରାଜନୈତିକ କ୍ୟାରିୟର ଗଢିବା ପାଇଁ ଏମାନେ ଏବେ ଦିନରାତି ଏକ କରିଦେଇଛନ୍ତି। 2 ଜଣଙ୍କ ନିଦ ହଜିଯାଇଛି କେବଳ ପୁଅଙ୍କ ପାଇଁ। ଭୋଗରାଇ ବିଧାୟକ ଅନନ୍ତ ଦାସ, ନିଜ ପୁଅ ଅଭିଜିତକୁ କେମିତି ରାଜନୀତିରେ ଷ୍ଟାଣ୍ଡ କରିବେ ସେନେଇ ତାଙ୍କ ଆଖିରେ ଆଉ ନିଦ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos