ଏସୀୟ କ୍ରୀଡ଼ା: ଶୁଟିଂରେ ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ

ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୧ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୧ଟି ପଦକ।

Kynan, Zoravar and Pruthivraj

ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଟିମ୍

Jitendra Garnayak
  • Published: Sunday, 01 October 2023
  • Updated: 01 October 2023, 12:16 PM IST

Sports

Latest News

ଚୀନର ହାଙ୍ଗଝୌ ଚାଲିଥିବା ଏସୀୟ କ୍ରୀଡ଼ା (Asian Games)ରେ ଭାରତୀୟ ଶୁଟରମାନଙ୍କ ଦବଦବା ଜାରି ରହିଛି। ଭାରତୀୟ ଶୁଟରମାନେ ଆଜି ପୁଣି ଦୁଇଟି ପଦକ ଜିତିଛନ୍ତି।

ଶୁଟିଂର ପୁରୁଷ ଟ୍ରାପ୍ ଇଭେଣ୍ଟରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି। କିନାନ ଚେନାଇ, ଜୋରାବର ସିଂହ ସାନ୍ଧୁ ଓ ପୃଥ୍ୱୀରାଜ ଟୋଣ୍ଡାଇମାନଙ୍କୁ ନେଇ ଗଠିତ ଟିମ୍ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। କୁଏତ ଓ ଚୀନକୁ ପଛରେ ପକାଇ ଭାରତୀୟ ଶୁଟରମାନେ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଭାରତକୁ ୩୬୧ ପଏଣ୍ଟ ମିଳିଥିବା ବେଳା କୁଏତ ୩୫୨ ଓ ଚୀନ ୩୪୬ ପଏଣ୍ଟ ପାଇଥିଲେ।

ଏହା ପୂର୍ବରୁ ଆଜି ମହିଳା ଶୁଟରମାନେ ରୌପ୍ୟ ପଦକ ଜିତିଥିଲେ। ମହିଳା ଟ୍ରାପ୍ ଇଭେଣ୍ଟରେ ଦଳକୁ ଏହି ସଫଳତା ମିଳିଥିଲା। ରାଜେଶ୍ୱରୀ କୁମାରୀ, ମନୀଷା କୀର ଓ ପ୍ରୀତି ରଜକ ୩୩୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ଜିତିଥିଲେ।

Also Read

ଚଳିତ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତ ୪୧ଟି ପଦକ ଜିତିଥିବା ବେଳେ କେବଳ ଶୁଟିଂରୁ ଆସିଛି ୨୧ଟି ପଦକ। ଏହି ୨୧ଟି ପଦକ ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ରହିଛି। ଏସୀୟ କ୍ରୀଡ଼ାରେ ଇତିହାସରେ ଶୁଟିଂରେ ଏହା ଭାରତର ସର୍ବୋତ୍ତମ ପ୍ରଦର୍ଶନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story