ମମିତା ପ୍ରସଙ୍ଗରେ ପେଚ କଷିଲେ ଜାତୀୟ ମାନବାଧିକାର କମିଶନ। ଏନେଇ କଡା ଭାଷାରେ ସମାଲୋଚନା କରିଛନ୍ତି କମିଶନର ।ରାଜ୍ୟ ସରକାରଙ୍କୁ ଏ ବାବଦରେ ଚିଠି ଲେଖିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବାକୁ କହିଛନ୍ତି। ଏହି ଘଟଣାର ଉଚସ୍ତରୀୟ ତଦନ୍ତ ପାଇଁ ସେ କହିଛନ୍ତି।
https://www.youtube.com/watch?v=e8bUWJsdMps
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।