ଝୁଲିଲା ଭାଗ୍ୟ, ଲଟକିଲା ଚାକିରୀ ଆଶା। ହାଇକୋର୍ଟଙ୍କ ରାୟ ପରେ ଖୁସି ହେଲେ ସିନା ହେଲେ କେବେ ମିଳିବ ନିଯୁକ୍ତି, କେବେ ଶେଷ ହେବ ପୁରା ପ୍ରକ୍ରିୟା ତାକୁ ନେଇ ଦ୍ୱନ୍ଦ୍ୱରେ କନିଷ୍ଠ ଶିକ୍ଷକ ଆଶାୟୀ। କାହିଁକି ନା ଯେହେତୁ ମୁଣ୍ଡ ଉପରେ ନିର୍ବାଚନ କେତେବେଳେ ବି ତାରିଖ ଘୋଷଣା ହୋଇପାରେ ତେଣୁ ନିକଟ ଭବିଷ୍ୟତରେ ନିଯୁକ୍ତି ଆଶା କମ । ହୁଏତ ଯଦି ପୁରା ପ୍ରକ୍ରିୟା ଠିକ ଭାବରେ ହୋଇଥାଆନ୍ତା ତେବେ ନିର୍ବାଚନ ପୂର୍ବରୁ ନିଯୁକ୍ତି ପତ୍ର ମିଳି ଯାଇଥାଆନ୍ତା । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।