ଶିକ୍ଷକ କାହିଁକି ଭାଗ ଭାଗ ?

ଶିକ୍ଷକ କାହିଁକି ଭାଗ ଭାଗ ? ଶିକ୍ଷକ ଏକତାକୁ କିଏ କରୁଛି ଭାଗ ବଣ୍ଟା ?

Manoj Swain
  • Published: Wednesday, 13 March 2024
  • Updated: 13 March 2024, 12:19 PM IST

Sports

Latest News

ଦାବି ପୂରଣ ନକଲେ ଏଥର ସରକାରଙ୍କୁ ଗାଦିଚ୍ୟୁତ କରିବୁ । ସରକାରଙ୍କୁ ଦୋହଲେଇଦେବୁ । ସରକାର ଆମ ଭିତରେ ଭାଗ ଭାଗ କରିଛନ୍ତି। ସମାନ କାମକୁ ସମାନ ଦରମା ଦେଉନାହାନ୍ତି । ଯାହାକୁ ନେଇ ରାଜରାସ୍ତାକୁ ଆସୁଥିବା କହିଛନ୍ତି ବିଭିନ୍ନ ଶିକ୍ଷକ ସଂଘ । ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍‌ରେ (SOCIAL DEBATE) ଆଲୋଚନା ‘ଶିକ୍ଷକ ହେଲେ ଭାଗ ଭାଗ, କାହାର ହେଉଛି ଲାଭ’ ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos