ମାଟି ତଳୁ ଖପୁରୀ ବାହାର କରି କିଏ କରୁଛି ମନ୍ତ୍ରତନ୍ତ୍ର!

ପିଣ୍ଡି ପାଖରେ ଗୋଟିଏ ନାଲି ଗାମୁଛା ବିଛା ଯାଇଛି। ଆଉ ତା’ଉପରେ ଖପୁରୀ ରଖାଯାଇଛି। ସେହି ଖପୁରୀରେ ସିନ୍ଦୂର ଲଗା ଯାଇଛି। ଆଉ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଇଛି। ସେଠାରେ ମଧ୍ୟ ଗୋଟିଏ କଂସା ଥିବା ଦେଖିବାକୁ ମିଳିଛି।

DKL

ଖପୁରୀ ପୂଜା କରାଯାଇଛି

Manoranjan Sial
  • Published: Thursday, 04 January 2024
  • Updated: 04 January 2024, 06:57 PM IST

Sports

Latest News

୭ ମାସ ତଳେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ବୁଧବାର ବିଳମ୍ୱିତ ରାତିରେ ଗାତ ଖୋଳାଯାଇ ମାଟି ତଳୁ ମହିଳାଙ୍କ ଖପୁରୀ ବାହାର କରାଯାଇ ପୂଜାର୍ଚ୍ଚନା କରାଯାଉଛି। ତେବେ କିଏ ଓ କାହିଁକି ଏପରି କାର୍ଯ୍ୟ କରୁଛନ୍ତି? ତାହା ଜଣାପଡ଼ି ନାହିଁ। ମନ୍ତ୍ରତନ୍ତ୍ର ପାଇଁ ଏପରି କାର୍ଯ୍ୟ କରାଯାଇଥିବା ଚର୍ଚ୍ଚା ହେଉଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଆସିଛି ଏମିତି ଚିତ୍ର।

ଆଳତୁମା ଗାଁର ଦ୍ରୌପଦୀ ନାଥଙ୍କର ୨୦୨୩ ମସିହା ଜୁନ ୧୫ ତାରିଖରେ ମୃତ୍ୟୁ ଘଟିଥିଲା। ସାହିଭାଇ ଓ ପରିବାର ଲୋକ ରାମିଆଳ ନଦୀ କୂଳରେ ଥିବା ନିଜ ଜମିରେ ବିଧିବିଧାନ ଅନୁସାରେ ଦ୍ରୌପଦୀଙ୍କ ମୃତଦେହ ସତ୍କାର କରିଥିଲେ। ମାଟି ଖୋଳି ମୃତଦେହ ପୋତି ଦେଇଥିଲେ। ୭ ମାସ ପରେ ଅର୍ଥାତ ଆଜି ସକାଳେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଦ୍ରୌପଦୀଙ୍କ ମୃତଦେହ ପୋତା ଯାଇଥିବା ପିଣ୍ଡିକୁ ଖୋଳା ଯାଇଛି। ଆଉ ମାଟି ତଳୁ ଦ୍ରୌପଦୀଙ୍କ ଖପୁରୀ ବାହାରକୁ ଅଣା ଯାଇ ପୂଜା କରାଯାଇଛି।

Also Read

ପିଣ୍ଡି ପାଖରେ ଗୋଟିଏ ନାଲି ଗାମୁଛା ବିଛା ଯାଇଛି। ଆଉ ତା’ଉପରେ ଖପୁରୀ ରଖାଯାଇଛି। ସେହି ଖପୁରୀରେ ସିନ୍ଦୂର ଲଗା ଯାଇଛି। ଆଉ ଧୂପ, ଦୀପ ଓ ଫୁଲ ଦେଇ ପୂଜା କରାଯାଇଛି। ସେଠାରେ ମଧ୍ୟ ଗୋଟିଏ କଂସା ଥିବା ଦେଖିବାକୁ ମିଳିଛି। ଗୁଣି ଗାରେଡି ଉଦ୍ଦେଶ୍ୟରେ କେହି ପୂଜା କରିଥିବା ଚର୍ଚ୍ଚା ହେଉଛି। ଦ୍ରୌପଦୀଙ୍କ ମୃତ୍ୟୁର ୭ ମାସ ପରେ କିଏ ଓ କାହିଁକି ଏପରି କାର୍ଯ୍ୟ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦ୍ରୌପଦୀଙ୍କ ପୁଅ।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story