'ପାଣ୍ଡିଆନ ଚାହିଁଲେ ସ୍ତ୍ରୀ ମାନ୍ୟତା ପାଇବି'

କଣ ସତରେ ପୁରଣ ହେବ ଦୀପିକାଙ୍କ ଆଶା ? ଅସଜଡା ଘର ସଜାଡିବେ ତ ପାଣ୍ଡିଆନ ? ୪ ତାରଖକୁ ଅପେକ୍ଷା କରିଛନ୍ତି ଦୀପିକା ।

Manoj Swain
  • Published: Monday, 28 August 2023
  • Updated: 28 August 2023, 01:05 PM IST

Sports

Latest News

5T ସଚିବଙ୍କୁ ଭେଟିଲେ, ହାତରେ ଦାବିପତ୍ର ଧରାଇଲେ। ପୁରା ହେଲା ଭି.କେ ପାଣ୍ଡିଆନଙ୍କୁ ଭେଟିବାର ଆଶା । ହେଲେ ଏବେ ମିଳିବ ତ ସ୍ତ୍ରୀର ଅଧିକାର ? ପୁଅ ପାଇବ ତ ବାପାର ପରିଚୟ ? କଣ ସତରେ ପୁରଣ ହେବ ଦୀପିକାଙ୍କ ଆଶା ? ଅସଜଡା ଘର ସଜାଡିବେ ତ ପାଣ୍ଡିଆନ ? ୪ ତାରଖକୁ ଅପେକ୍ଷା କରିଛନ୍ତି ଦୀପିକା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos