ଦେଖିପାରୁନାହାନ୍ତି ବୋଲି କେହି ଶୁଣିଲେନି, ହକ୍‌ ପାଇଁ ଥାନା ଆଗରେ ବସିଲେ

ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ରାତି ଅଧିଆ ଦିବ୍ୟାଙ୍ଗମାନଙ୍କୁ ଉଠାଇ ନେଲା। ରାଜଧାନୀର ବିଭିନ୍ନ ସେଲ୍‌ଟର୍‌ ହୋମ୍‌ରେ ଅତି ଦୟନୀୟ ଭାବେ ସେମାନଙ୍କୁ ଛାଡ଼ିଦେଲେ। ସେମାନଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ।

BBSR PhotoOR

ଦିବ୍ୟାଙ୍ଗମାନେ ଥାନା ଆଗରେ ବସିଛନ୍ତି

Manoranjan Sial
  • Published: Sunday, 04 February 2024
  • Updated: 04 February 2024, 04:11 PM IST

Sports

Latest News

ଜନ୍ମରୁ ଅନ୍ଧ। ଦୁନିଆକୁ ଦେଖି ପାରୁନାହାନ୍ତି। ସେଥିପାଇଁ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ଗୁହାରୀ କରିବାକୁ ଯାଇଥିଲେ। ହେଲେ ସେମାନଙ୍କୁ ରାତି ଅଧିଆ ଉଠାଇ ନେଲେ। ଏହା ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଶୁଣିଲାନି କମିଶନରେଟ୍‌ ପୁଲିସ୍‌। ତେଣୁ ନ୍ୟାୟ ପାଇଁ ଥାନା ଆଗରେ ବସିଛନ୍ତି ଦିବ୍ୟାଙ୍ଗ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଖବର।

Also Read

ରାଜଧାନୀ ଭୁବନେଶ୍ୱରରେ ତିଆରି ହୋଇଛି ଭିଣ୍ଡିଂ ଜୋନ୍‌। ସେଠାରେ ଦୋକାନ ଘର ନିର୍ମାଣ କରାଯାଇ ଅସହାୟମାନଙ୍କୁ ଥଇଥାନ୍‌ କରାଯାଉଛି। ହେଲେ ଏଥିରୁ ଦିବ୍ୟାଙ୍ଗମାନଙ୍କୁ ବଞ୍ଚିତ କରାଯାଇଛି। ସେମାନଙ୍କୁ ଭୋଣ୍ଡିଂ ଜୋନ୍‌ରେ ଥଇଥାନ୍‌ କରାଯାଉ ନାହିଁ। ଏହା ବିରୋଧରେ ତାତିଥିଲେ ଦିବ୍ୟାଙ୍ଗ। ଗତ ମଙ୍ଗଳବାର ୨୦ରୁ ଅଧିକ ଦାବିଦ୍ୟାଙ୍ଗ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସ୍‌ ବାହାରେ ଧାରଣା ଦେଇଥିଲେ। ଦାବି ପୂରଣ ନହେବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ।

ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ରାତି ଅଧିଆ ଦିବ୍ୟାଙ୍ଗମାନଙ୍କୁ ଉଠାଇ ନେଲା। ରାଜଧାନୀର ବିଭିନ୍ନ ସେଲ୍‌ଟର୍‌ ହୋମ୍‌ରେ ଅତି ଦୟନୀୟ ଭାବେ ସେମାନଙ୍କୁ ଛାଡ଼ିଦେଲେ। ସେମାନଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଯାଇଥିଲେ। ନାନା ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଦିବ୍ୟାଙ୍ଗମାନେ ଖାରବେଳନଗର ଥାନାରେ ଗତ ୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଦୁର୍ବବ୍ୟହାର କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଦିବ୍ୟାଙ୍ଗମାନେ ଗତ ୧ ତାରିଖରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ୪ ଦିନ ବିତିବାକୁ ବସିଲାଣି। ହେଲେ ପୁଲିସ୍‌ ନା ମାମାଲା ରୁଜୁ କରୁଛି ନା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କମିଶନରେଟ୍‌ ପୁଲିସ୍‌ ପ୍ରଶାସନଠାରୁ ନିରାଶ ହୋଇ ଖାରବେଳନଗର ଥାନା ଆଗରେ ଦିବ୍ୟାଙ୍ଗମାନେ ଧାରଣାରେ ବସିଛନ୍ତି। ମାମଲା ରୁଜୁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଧାରଣାରୁ ଉଠିବୁ ନାହିଁ ବୋଲି ଦିବ୍ୟାଙ୍ଗମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story