ଟପ୍‌ ଲିଡର୍‌ ଶଙ୍କର ରାଓ ସମେତ ୨୯ ନକ୍ସଲ ସଫା

ମାଓବାଦୀଙ୍କ ସହ ମୁକାବିଲା କରିବା ବେଳେ ବିଏସ୍‌ଏଫର ୨ ଜଣ ଓ ଡିଆରଜିର ଜଣେ ଯବାନ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

Naxal

ଶଙ୍କର ରାଓ (ଫାଇଲ ଫଟୋ)

Hemant Lenka
  • Published: Tuesday, 16 April 2024
  • Updated: 16 April 2024, 08:19 PM IST

Sports

Latest News

ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ଧରରଣ ନକ୍ସଲ ଅପରେସନ। କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଛନ୍ତି ୨୯ ନକ୍ସଲ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ କମାଣ୍ଡର ଶଙ୍କର ରାଓ।

ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ମାଓବାଦୀଙ୍କ ମୃତଦେହଗୁଡ଼ିକ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ମଧ୍ୟରେ ଏକାଧିକ ଏକେ ୪୭ ଓ ଇନସାସ ରାଇଫଲ୍‌ ରହିଛି। ନକ୍ସଲ ବିରୋଧୀ ଅପରେସନରେ ୩ ଜଣ ଯବାନ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ଦିନ ୨ଟା ବେଳେ ଡିଆରଜି ଓ ବିଏସ୍‌ଏଫ ପକ୍ଷରୁ ବିନାଗୁଣ୍ଡା ନିକଟସ୍ଥ ଗୋଟିଏ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ କରାଯାଉଥିଲା। ଏହି ସମୟରେ ସେମାନଙ୍କ ମୁକାବିଲା ନକ୍ସଲଙ୍କ ସହ ହୋଇଥିଲା। ଜଙ୍ଗଲ ଭିତରେ ପ୍ରାୟ ୫୦ ଜଣ ନକ୍ସଲ ରହିଥିଲେ। ସେମାନେ ଯବାନମାନଙ୍କୁ ଦେଖିବା କ୍ଷଣି ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହାର ଜବାବ ମଧ୍ୟ ଯବାନଙ୍କ ପକ୍ଷରୁ ଦିଆଯାଇଥିଲା।

Also Read

ଦୀର୍ଘ ସମୟ ଧରି ହୋଇଥିବା ଗୁଳି ବିନିମୟ ପରେ ଘଟଣା ସ୍ଥଳରୁ ୨୯ ଜଣ ନକ୍ସଲଙ୍କ ମୃତଦେହ ମିଳିଛି।  ଶଙ୍କର ରାଓର ଶବକୁ ମଧ୍ୟ ଜବତ କରାଯାଇଛି। ଶଙ୍କର ବିଭିନ୍ନ ହିଂସାକାଣ୍ଡ ଓ ଆକ୍ରମଣ ଘଟଣାରେ ସାମିଲ ଥିଲା। ସେହିପରି ମାଓବାଦୀଙ୍କ ସହ ମୁକାବିଲା କରିବା ବେଳେ ବିଏସ୍‌ଏଫର ୨ ଜଣ ଓ ଡିଆରଜିର ଜଣେ ଯବାନ ଗୁଳି ମାଡ଼ରେ ଆହତ ହୋଇଛନ୍ତି।

ଆହତ ୨ ବିଏସଏଫ ଯବାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଡିଆରଜି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେମାନଙ୍କୁ ସେନା ହସ୍ପିଟାଲକୁ ନିଆଯାଇଛି।

ପୁଲିସ୍‌ କହିଛି ଯେ ଘଟଣା ସ୍ଥଳରୁ ୭ଟି ଏକେ ୪୭ ରାଇଫ ଓ ୩ଟି ଲାଇଟ ମେସିନ ଗନ୍‌ ସମେତ ଏକାଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମିଳିଛି। ଏବେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆହୁରି ମୃତଦେହ ଓ ନକ୍ସଲ ସାମଗ୍ରୀ ଜବତ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story