ଅନୁଗୁଳ ଛେଣ୍ଡିପଦା ଗରିବ କଲ୍ୟାଣ ସମାବେଶରେ, ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, 'ରାଜ୍ୟରେ ଶାସନ ଭୁଶୁଡ଼ି ପଡ଼ିଛି, ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି, ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ, ମନ୍ତ୍ରୀ ବିଧାୟକଙ୍କ କଥା ନକହିବା ଭଲ, ବାବୁମାନଙ୍କ ସଭା ପାଇଁ ମନ୍ତ୍ରୀ ଓ ଏମ୍ପିମାନେ ଚେୟାର ବୋହୁଛନ୍ତି।'
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।